ETV Bharat / sitara

ଭୋଟ ଦୌଡରେ ପଛରେ ରହିଗଲେ ଉର୍ମିଳା, ଇଭିଏମକୁ ଦେଲେ ଦୋଷ

ଉତ୍ତରମୁମ୍ବାଇରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢୁଥିବା ଉର୍ମିଳା ମାତୋଣ୍ଡକର ଭୋଟ ରେସରେ ପଛରେ ପଡିଗଲେ । ଶେଷରେ ଇଭିଏମରେ ଦୋଷ ଥିଲା ବୋଲି କହିଲେ ଉର୍ମିଳା ।

author img

By

Published : May 23, 2019, 4:53 PM IST

ଫଟୋ ସୌଜନ୍ୟ: ଟ୍ବିଟର/Urmila Matondkar ‏

ହାଇଦ୍ରାବାଦ: 2019 ଲୋକସଭା ନିର୍ବାଚନ ଦୌଡରେ ପଛରେ ରହିଯାଇଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର । ବିଜେପି ପ୍ରତିଦ୍ବନ୍ଦୀ ଗୋପାଲ ସେଟ୍ଟୀଙ୍କଠୁ ପ୍ରାୟ 2ଲକ୍ଷ ଭୋଟରେ ପଛରେ ଅଛନ୍ତି ।

ତେବେ ଏନେଇ ସଫାଇ ଦେଇଛନ୍ତି ଉର୍ମିଳା । ଭୋଟ ନମିଳିବାରୁ ଇଭିଏମକୁ ଦୋଷ ଦେଇଛନ୍ତି ।

ପ୍ରଥମଥର ନିର୍ବାଚନ ଲଢୁଥିବା ଉର୍ମିଳାଙ୍କ ଜିତିବା ଆଶା ଏବେ କମି କମି ଆସୁଛି । ତେବେ 2009ରେ ଶେଷ ଥର କଂଗ୍ରେସ ଏହି ଆସନକୁ ଜିତି ପାରିଥିଲା । ସେତେବେଳେ ସଞ୍ଜୟ ନିରୁପମ ଆସନ ପାଇଁ ଲଢିଥିଲେ । ସେହିପରି 2004ରେ ମଧ୍ୟ ଅଭିନେତା ଗୋବିନ୍ଦା ଆହୁଜା କଂଗ୍ରେସ ତରଫରୁ ଲଢି ବିଜୟୀ ହୋଇଥିଲେ ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.