ETV Bharat / sitara

'ଛିଛୋରେ' ସେଟରେ ଷ୍ଟାରକାଷ୍ଟଙ୍କ ମସ୍ତି, ଦେଖନ୍ତୁ ଭିଡିଓ

ଅଗଷ୍ଟ 30ରେ ଦର୍ଶକ ପରଦାରେ ଦେଖିବାକୁ ପାଇବେ ସୁଶାନ୍ତ ଓ ଶ୍ରଦ୍ଧାଙ୍କ କେମେଷ୍ଟ୍ରି । 'ଛିଛୋରେ' ଫିଲ୍ମରେ ପ୍ରଥମଥର ଏକାଠି ଅଭିନୟ କରିବାକୁ ଯାଉଛନ୍ତି ଏହି ଯୋଡି ।

author img

By

Published : Jul 4, 2019, 4:35 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ: ଖୁବଶୀଘ୍ର ହ୍ୟାଣ୍ଡସମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଗଳାମୀ ଫିଲ୍ମ 'ଛିଛୋରେ'ରେ ଦେଖିବାକୁ ମିଳିବ । ଫିଲ୍ମଟିକୁ ରିଲିଜ ହେବାକୁ ଆଉ ଦୁଇ ମାସ ବାକି ଅଛି, କିନ୍ତୁ ଏବେ ଲାଗୁଛି ସୁଶାନ୍ତ ନିଜର ଉତ୍ସାହକୁ ଆଉ ଅଟକାଇ ପାରୁନାହାଁନ୍ତି ।

ସେ ସୋସିଆଲ ମିଡିଆରେ ଫିଲ୍ମର ବିହାଇଣ୍ଡ ଦ ସିନ୍ସ ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମ ଷ୍ଟାରକାଷ୍ଟ ଓ ମେକର୍ସ ମସ୍ତି କରୁଥିବାର ଦେଖାଯାଉଛନ୍ତି । ଭିଡିଓରେ ଷ୍ଟାରକାଷ୍ଟ ଫିଲ୍ମ ସୁଟିଂ ଶେଷ ଅବସରରେ ପାର୍ଟି କରୁଥିବାର ନଜର ଆସଛନ୍ତି ।

'ଛିଛୋରେ' ଫିଲ୍ମରେ ସୁଶାନ୍ତଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ପ୍ରତୀକ ବବ୍ବର, ବରୁଣ ଶର୍ମା ଏବଂ ତାହିର ରାଜ ଭାଇସି ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।

ଗତ ଏପ୍ରିଲରେ ଫିଲ୍ମ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ବିହାଇଣ୍ଡ ଦ ସିନ୍ସର ଟିଜର ସେୟାର କରିଥିଲେ । ଫିଲ୍ମଟିର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ସାଜିଦ ନାଦିୟାଦୱାଲା ଏବଂ ସହ-ପ୍ରଯୋଜକ ଫକ୍ସ ଷ୍ଟୁଡିଓ । ଅଗଷ୍ଟ 30ରେ ଏହି ଫିଲ୍ମକୁ ପରଦାରେ ଦେଖିବେ ଦର୍ଶକ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.