ETV Bharat / sitara

ଆସିଫ ବସ୍ରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ଟ୍ବିଟର ୟୁଜର୍ସ - ଟ୍ବିଟରରେ ଆସିଫ ବସ୍ରାଙ୍କୁ ଶ୍ରଦ୍ଧାଞ୍ଜଳୀ

ଆସିଫଙ୍କ ଦେହାନ୍ତରେ ଆଶ୍ଚର୍ଯ୍ୟ ସମସ୍ତେ । ସେଲିବ୍ରିଟିଙ୍କ ଠୁ ନେଇ ଟ୍ବିଟର ୟୁଜର୍ସ ଜଣାଇଲେ ଦୁଃଖ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Nov 13, 2020, 8:04 AM IST

ମୁମ୍ବାଇ: ଗୁରୁବାର ହିମାଚଳ ପ୍ରଦେଶର ଧର୍ମଶାଳାରେ ମିଳିଲା ଲୋକପ୍ରିୟ ଅଭିନେତା ଆସିଫ ବସ୍ରାଙ୍କ ମୃତଦେହ । ସେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଧ୍ୟାହ୍ନ 12.30ରେ ପୋଲିସ ଆତ୍ମହତ୍ୟା ବିଷୟରେ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ତାଙ୍କ ମୃତ୍ୟୁରେ ବଲିଉଡରେ ଖେଳିଯାଇଛି ଶୋକର ଛାୟା । ସେପଟେ ସୋସିଆଲ ମିଡିଆରେ ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ସମସ୍ତେ । ‘ପତାଲା ଲୋକ’ ଅଭିନେତାଙ୍କୁ ହରାଇ ସମସ୍ତେ ଦୁଃଖି ।

ଏଯାବତ ତାଙ୍କ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ଏସଏସପି କାଙ୍ଗ୍ରା ଭିମୁକ ରଂଜନ କହିଛନ୍ତି, ‘ଏହା ଆତ୍ମହତ୍ୟା ମାମଲା କିନ୍ତୁ ଆମେ ଏହାର କାରଣ ଅନୁସନ୍ଧାନ କରୁଛୁ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।’

  • Shocking news: Actor Asif Basra who acted with Sushant Singh Rajput in the film #KaiPoChe, has been found dead at a residential complex at Dharamsala, Himachal Pradesh.
    He was 53 years old and last seen in the webseries #PaatalLok.
    Police say, it might be suicide by hanging. pic.twitter.com/MG63ZOEoMe

    — Soumyadipta (@Soumyadipta) November 12, 2020 " class="align-text-top noRightClick twitterSection" data=" ">

ସେପଟେ ଟ୍ବିଟର ୟୁଜର୍ସ ଟ୍ବିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ବିଶ୍ବାସ ହେଉନାହିଁ ଯେ ଆପଣଙ୍କ ଭଳି ଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି । ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’ ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ପୁଣି ଥରେ ନୁହେଁ । ଫିଲ୍ମ ଆକ୍ଟର ଆସିଫ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଶ୍ଚର୍ଯ୍ୟକର ।’

  • #AsifBasra #Apple

    I am hear this news I am very shocked.😱

    This year 2020 is very bad for Bollywood .
    Fist lose star Sushant Singh Rajput sir , Rishi Kapoor sir and then Asif sir.

    Last salute for Asif sir 😓😢 pic.twitter.com/1uhGSQualL

    — Sita_kumari (@Sita_Kumari_) November 12, 2020 " class="align-text-top noRightClick twitterSection" data=" ">

କିଛି ୟୁଜର୍ସ ତାଙ୍କ ଫିଲ୍ମ ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି । ୟୁଜର୍ସଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ମନୋଜ ବାଜପେୟୀ, ଇମରାନ ହାସମୀ, ଦିବ୍ୟା ଦତ୍ତା ଓ ରାହୁଲ ଢୋଲକିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.