ETV Bharat / sitara

ରିଲିଜ ହେଲା 'ଖାମୋସୀ' ଟ୍ରେଲର - horror film

ପ୍ରଭୁଦେବାଙ୍କ ହରର ଫିଲ୍ମ ଖାମୋସୀର ଟ୍ରେଲର ରିଲିଜ ହୋଇଛି । ଏଥିରେ ତମନ୍ନା ଭାଟିଆଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ତମନ୍ନା ପ୍ରଭୁଦେବାଙ୍କୁ ଡରୁ ଥିବାର ଦେଖାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 16, 2019, 10:59 AM IST

ହାଇଦ୍ରାବାଦ: ହରର ଫିଲ୍ମ ଖାମୋସୀର ଟ୍ରେଲର ରିଲିଜ ହୋଇଛି । ଏଥିରେ ତମନ୍ନା ଭାଟିଆ ଓ ପ୍ରଭୁଦେବାଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିବ । ଏହାର ଟ୍ରେଲର କାଫି ଭୟାନକ ହେଇଛି । ଏଥିରେ ତମନ୍ନା, ପ୍ରଭୁଦେବାଙ୍କୁ ଡରୁଥିବାର ଦେଖଯାଇଛି ।

ଭିଡିଓ ସୌଜନ୍ୟ: ୟୁଟ୍ୟୁବ

ଫିଲ୍ମରେ ତମନ୍ନା ସୁରଭି ଚରିତ୍ରରେ ନଜର ଆସିବେ ଯିଏ ଶୁଣିପାରେନି କି କହିପାରେନି ମାତ୍ର ତାକୁ ପେଣ୍ଟିଙ୍ଗ କରିବାକୁ ବହୁତ ପସନ୍ଦ । ଫିଲ୍ମର କାହାଣୀ ସମ୍ପତ୍ତି ବିବାଦକୁ ନେଇ କରାଯାଇଛି । ଫିଲ୍ମରେ ସଞ୍ଜୟ ସୁରୀ ଓ ଭୁମିକା ଚାୱଲାଙ୍କ ମଧ୍ୟ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ।

ତେବେ ପ୍ରଭୁଦେବା ଏହି ଫିଲ୍ମ ଜରିଆରେ ବହୁତ ଦିନ ପରେ ପରଦା ଉପରେ ନଜର ଆସିବେ । ତେବେ ଏହା ଏକ ସାଇକୋଲୋଜିକାଲ ହରର ଫିଲ୍ମ ।

Intro:Body:

FGH

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.