ETV Bharat / sitara

କରଣଙ୍କ ସହ ସି-ଫୁଡ ଏନଞ୍ଜଏ କରୁଛନ୍ତି ବ୍ଲାକ-ବିୟୁଟି

ନିକଟରେ,‘ରାଜ୍’ ଅଭିନେତ୍ରୀ ତାଙ୍କ ଛୁଟିଦିନର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁହେଁ ବିଚ୍ ରେ ସି-ଫୁଡ ଖାଉଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Aug 29, 2020, 3:48 PM IST

throwback video of bipasha basu and karan singh grover is all about sun sea and food
କରଣଙ୍କ ସହ ସି- ଫୁଡ ଏଞ୍ଜୋଏ କରୁଛନ୍ତି ବ୍ଲାକ-ବିୟୁଟି

ନୂଆଦିଲ୍ଲୀ: ଅଭିନେତ୍ରୀ ବିପାଶା ବସୁ ଏବଂ ସ୍ୱାମୀ କରଣ ସିଂ ଗ୍ରୋଭର ବଲିଉଡର ବହୁ ଜଣାଶୁଣା ଦମ୍ପତି । ଏହି ଲକଡାଉନ ସମୟରେ ଦୁହେଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ଏହି ଯୋଡି ସୋସିଆଲ ମିଡିଆରେ ତାଙ୍କର ଦୈନିକ କାର୍ଯ୍ୟକଳାପର ଅପଡେଟ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।

ନିକଟରେ,‘ରାଜ୍’ ଅଭିନେତ୍ରୀ ତାଙ୍କ ଛୁଟିଦିନର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁହେଁ ବିଚ୍ ରେ ସି ଫୁଡ ଖାଉଥିବାର ଦେଖିବାକୁ ମିଳିଛି ।

ଭିଡିଓର କ୍ୟାପସନ୍ ରେ ବିପାଶା ଲେଖିଛନ୍ତି, ଫୁଡସ୍ ଫରଏଭର । ସନ୍, ସି ଆଣ୍ତ ଫୁଡ୍ । ଏଗୁଡ଼ିକ ମୋର ପ୍ରିୟ ଖାଦ୍ୟ । ଏହି ଭିଡିଓଟି ବର୍ତ୍ତମାନ ବହୁତ ଭାଇରାଲ ହେଉଛି ।

ଏହି ଦମ୍ପତି ଏକାଠି ଫିଲ୍ମ ‘ଏଲୋନ’(2015),ରେ ଅଭିନୟ କରିଥିଲେ । ଯାହା ଏକ ହରର୍ ଚଳଚ୍ଚିତ୍ର ଥିଲା ।

ନିକଟରେ ଏହି ଯୋଡି ୱେବ୍ ସିରିଜ୍ 'ଡେନଜରିୟସ'ରେ ନଜର ଆସିଥିଲେ । ଯେଉଁଥିରେ କରଣ ଏବଂ ବିପାଶାଙ୍କ ସମେତ ସୋନାଲି ରାଉତ ଏବଂ ସୁୟାଶ ରାୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.