ETV Bharat / sitara

ଗରମରେ ବେହାଲ ତୈମୁର, ଖାଇଲେ ଆଇସକ୍ରିମ

ଭାଇରାଲ ହେଲା ତୈମୁରଙ୍କ ଆଇସକ୍ରିମ ଖାଇବା ଭିଡିଓ । ଗରମରୁ ବଞ୍ଚିବାକୁ ଆଇସକ୍ରିମ ଖାଇବାରେ ବ୍ୟସ୍ତ ତୈମୁର ।

author img

By

Published : May 11, 2019, 4:29 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଗରମର ତାତିରେ ଜଳୁଛି ସାରା ସହର । ଗରମରୁ ନିଜକୁ ବଞ୍ଚାଇବା ପାଇଁ ଯିଏ ଯେପରି ପାଉଛି ସେପରି ଉପାୟ ଆପଣାଇବାରେ ଲାଗିପଡିଛନ୍ତି । ଅନ୍ୟପଟେ ଗରମର ପ୍ରଭାବରୁ ବି-ଟାଉନ ଷ୍ଟାରକିଡସ ମଧ୍ୟ ନିଜକୁ ଥଣ୍ଡା କରିବା ପାଇଁ ଅନେକ ଉପାୟ ଆପଣାଇବେ ଲାଗିଛନ୍ତି । ଏହି କ୍ରମରେ ସର୍ବପ୍ରଥମେ ନାମ ଆସୁଛି କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଲାଡଲା ତୈମୁର ଅଲ୍ଲୀ ଖାନ।

କଥାଟି ହେଲା କି ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ସେ ଗରମରୁ ବଞ୍ଚିବା ପାଇଁ ଥଣ୍ତା ଥଣ୍ତା ଆଇସକ୍ରିମର ମଜା ନେଇଛନ୍ତି । ଏକ ରେସ୍ତୋରାଁରୁ ମମ୍ମି-ଡାଡି ସହ ବାହରକୁ ବାହାରୁଥିବା ବେଳେ ଆଇସକ୍ରିମ ଖାଉଥିବାର ନଜର ଆସୁଛନ୍ତି ଭିଡିଓରେ ।

ପ୍ରକାଶ ଥାଉକି ତୈମୁରଙ୍କ ପପୁଲାରିଟି ସବୁ ଷ୍ଟାରକିଡଙ୍କ ଠାରୁ ଅଧିକ । ତୈମୁର ଯେଉଁଠାକୁ ମଧ୍ୟ ଗଲେ ମିଡିଆ ଫଟୋଗ୍ରାଫର୍ସ ତାଙ୍କ ଫଟୋ କ୍ଲିକ କରିବାକୁ ସେଠାରେ ପହଞ୍ଚିଯାଆନ୍ତି । ସୋସିଆଲ ମିଡିଆରେ ଏବେଠାରୁ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ତୈମୁରଙ୍କ ନାମରେ ଅନେକ ଫ୍ୟାନ ପେଜ ଆକାଉଣ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମଧ୍ୟ ମିଳୁଛି ।

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.