ETV Bharat / sitara

ତୈମୁରଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଲାଡଲା ତୈମୁରଙ୍କୁ ଡେଟିଂରେ ନେବାକୁ ଚାହୁଁଚନ୍ତି ବଲିଉଡର ଚୁଲୁବୁଲି ଅଭିନେତ୍ରୀ ତାପସୀ ପନ୍ନୁ । ଏକ ସାକ୍ଷାତକାରରେ ନିଜ ଇଚ୍ଛା ଡାହିର କରିଥିଲେ ତାପସୀ ।

author img

By

Published : Mar 7, 2019, 5:20 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ବଲିଉଡର ପପୁଲାର ଷ୍ଟାରକିଡ ତୈମୁର ଅଲ୍ଲୀ ଖାନ ସବୁବେଳେ ଅନ୍ୟ ଷ୍ଟାରକିଡସଙ୍କ ଠାରୁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି । ଖାଲି ଏତିକି ନୁହେଁ ନିଜ ଭାଇ ଇବ୍ରାହିମ ଅଲ୍ଲୀ ଖାନଙ୍କ ଠାରୁ ମଧ୍ୟ ତାଙ୍କର ଫ୍ୟାନ ଫଲୋଇଂ ଅଧିକ ଅଛନ୍ତି । ସେ ଅନେକ ଥର ବିଭିନ୍ନ ଫଙ୍କସନରେ ମମି କରୀନା କପୁର ଓ ପାପା ସୈଫ ଅଲ୍ଲୀ ଖାନଙ୍କ ସହ ନଜର ଆସିଥାଆନ୍ତି ।

ବଲିଉଡର ଅନେକ ଷ୍ଟାର୍ସ ମଧ୍ୟ ତୈମୁରର ଫ୍ୟାନ । ନିକଟରେ ଜଣେ ଅଭିନେତ୍ରୀ ତୈମୁରଙ୍କୁ ଡେଟରେ ନେଇଯିବାର କଥା କହିଥିଲେ ।

ସେହି ଅଭିନେତ୍ରୀ ଜଣଙ୍କ ହେଲେ ବଲିଉଡର କ୍ୟୁଟ, ଚୁଲୁବୁଲି ଅଭିନେତ୍ରୀ ତାପସୀ ପନ୍ନୁ । ଏକ ସାକ୍ଷାତକାରରେ ଯେତେବେଳେ ତାପସୀଙ୍କୁ ପ୍ରଶ୍ନ କରାଯାଇଥିଲା କି ସେ କାହାକୁ ଡେଟ କରିବାକୁ ପସନ୍ଦ କରିବେ ? ଏହାର ଉତ୍ତରରେ ସେ ତୈମୁରଙ୍କ ନାମ ନେଇ କହିଥିଲେ, କଣ ସେ ତୈମୁରଙ୍କ ସହ ଡେଟରେ ଯାଇପାରିବେ କି ?

ଏହା ପ୍ରଥମଥର ନୁହେଁ ଯେବେ ତୈମୁରଙ୍କୁ ଡେଟରେ ନେବା କଥା ଶୁଣିବାକୁ ମିଳୁଛି । ତାପସୀଙ୍କ ପୂର୍ବରୁ ରଣଭୀର ସିଂହ ମଧ୍ୟ ତୈମୁରଙ୍କ ସହ କାମ କରିବାର ଇଚ୍ଛା ଜାହିର କରିଥିଲେ ।

Intro:Body:

ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ

ନୂଆଦିଲ୍ଲୀ:  ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ହିମତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।

ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।

ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.