ମୁମ୍ବାଇ: ସୁଜେନ ଖାନଙ୍କ ଭଉଣୀ ତଥା ଜୁଏଲରୀ ଡିଜାଇନର୍ ଫରାହ ଖାନ ଅଲି କହିଛନ୍ତି ଯେ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କୁ ଟ୍ବିଟରରେ ବ୍ଲକ୍ କରିଦେଇଛନ୍ତି ।
ଫରାହ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, "ବଲିଉଡର ବିବାଦୀୟ କୁଇନ ମୋତେ ବ୍ଲକ୍ କରିଦେଇଛନ୍ତି ! ମୁଁ ତାଙ୍କୁ ନିଶ୍ଚିତ ଭାବରେ କିଛି କହିଥିବି"। ଏହା ସହିତ ଫରାହ ଏକ ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ କଙ୍ଗନା ଫରାହଙ୍କୁ ମାଇକ୍ରୋବ୍ଲଗିଂ ସାଇଟରେ ବ୍ଲକ୍ କରିଥିବାର ଦେଖିବାକୁ ମିଳିଥିଲା ।
-
Yes below average IQ, irrational cacophony, lame digs that are intended to make one laugh but lack skills and efficiency of good comic timing, basically all the garbage will be filtered, only sensible people will be allowed in debates and arguments.
— Kangana Ranaut (@KanganaTeam) September 3, 2020 " class="align-text-top noRightClick twitterSection" data="
">Yes below average IQ, irrational cacophony, lame digs that are intended to make one laugh but lack skills and efficiency of good comic timing, basically all the garbage will be filtered, only sensible people will be allowed in debates and arguments.
— Kangana Ranaut (@KanganaTeam) September 3, 2020Yes below average IQ, irrational cacophony, lame digs that are intended to make one laugh but lack skills and efficiency of good comic timing, basically all the garbage will be filtered, only sensible people will be allowed in debates and arguments.
— Kangana Ranaut (@KanganaTeam) September 3, 2020
କିଛି ଦିନ ପୂର୍ବରୁ କଙ୍ଗନା ଅଭିଯୋଗ କରିଥିଲେ ଯେ, ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଅପରାଧ ତଥା ଗାଳିଗୁଲଜକୁ ପ୍ରୋତ୍ସାହିତ କରୁଛନ୍ତି ।
-
The self proclaimed Queen of Bollywood just blocked me !!!😜😝🤪😄🙌🙌🙌 I must have said something to piss her off. 😉. pic.twitter.com/4dX3HEsQ9c
— Farah Khan (@FarahKhanAli) September 2, 2020 " class="align-text-top noRightClick twitterSection" data="
">The self proclaimed Queen of Bollywood just blocked me !!!😜😝🤪😄🙌🙌🙌 I must have said something to piss her off. 😉. pic.twitter.com/4dX3HEsQ9c
— Farah Khan (@FarahKhanAli) September 2, 2020The self proclaimed Queen of Bollywood just blocked me !!!😜😝🤪😄🙌🙌🙌 I must have said something to piss her off. 😉. pic.twitter.com/4dX3HEsQ9c
— Farah Khan (@FarahKhanAli) September 2, 2020
ଯାହାକୁ ନେଇ ଫରାହ ଟ୍ବିଟରକୁ ଯାଇ କଙ୍ଗନାଙ୍କୁ ମୁମ୍ବାଇ ପୋଲିସକୁ ଅସମ୍ମାନ ନ କରିବାକୁ କହିଥିଲେ ।
ଫରାହ ଲେଖିଥିଲେ, ଡିୟର କଙ୍ଗନା, ଆପଣ ହୁଏତ ଏକ ବହୁତ ବଡ ଷ୍ଟାର ହୋଇଥିବେ କିନ୍ତୁ ଏହା ଆପଣଙ୍କୁ @ CPMumbaiPolice @ MumbaiPoliceଙ୍କୁ ଖରାପ କଥା କହିବାର ଅଧିକାର ନାହିଁ ।
ଯାହାର ଉତ୍ତରରେ କଙ୍ଗନା କହିଥିଲେ ଯେ, ସଭି କଚରା ଫିଲ୍ଟର କିୟା ଜାଏଗା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ