ETV Bharat / sitara

ସୁଶାନ୍ତଙ୍କ ପିଲାଦିନର ଫଟୋ ସେୟାର କଲେ ଭଉଣୀ ଶ୍ବେତା

author img

By

Published : Sep 27, 2020, 8:53 PM IST

ରବିବାର ଶ୍ବେତା ସୁଶାନ୍ତଙ୍କ ପିଲାଦିନର ଗୋଟିଏ ଫଟୋ ସେୟାର କରିଛନ୍ତି । ସୁଶାନ୍ତଙ୍କ ଏହି ଫଟୋକୁ ଅନେକ ପ୍ରଂଶସକମାନଙ୍କ ସହିତ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ଲାଇକ କରିଛନ୍ତି । ଅଧିକ ପଢନ୍ତୁ...

Sushant's sister Shweta Singh Kirti shares unseen pictures of late actor
ସୁଶାନ୍ତଙ୍କ ପିଲାଦିନର ଫଟୋ ସେୟାର କଲେ ଭଉଣୀ ଶ୍ବେତା

ମୁମ୍ବାଇ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ତାଙ୍କ ଭାଇଙ୍କ ଫଟୋ ସେୟାର କରିବାରେ ଲାଗିଛନ୍ତି । ରବିବାର ଶ୍ବେତା ସୁଶାନ୍ତଙ୍କ ପିଲାଦିନର ଗୋଟିଏ ଫଟୋ ସେୟାର କରିଛନ୍ତି ।

ଫଟୋରେ ସୁଶାନ୍ତଙ୍କ ପିଲାଦିନର ନିରୀହ ଚେହେରା ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ ଶ୍ବେତା ଲେଖିଛନ୍ତି, "ସେହି ଝଲସି ଉଠୁଥିବା ଆଖି । # ସୁଶାନ୍ତ" ।

ସୁଶାନ୍ତଙ୍କ ଏହି ଫଟୋକୁ ଅନେକ ପ୍ରଂଶସକମାନଙ୍କ ସହିତ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ମଧ୍ୟ ଲାଇକ କରିଛନ୍ତି । ଅଙ୍କିତା ଫଟୋକୁ ଲାଇକ କରିବା ସହିତ ଏକ ହାର୍ଟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।

କିଛି ଘଣ୍ଟା ପରେ, ଶ୍ବେତା ତାଙ୍କ ଭାଇ ପ୍ରାର୍ଥନା କରୁଥିବାର ଅନ୍ୟ ଏକ ଫଟୋ ପୋଷ୍ଟ କରିଥିଲେ ।

ଫଟୋର କ୍ୟାପସନରେ ଶ୍ବେତା ଲେଖିଛନ୍ତି,"ଶୁଣିବାକୁ ମିଳେ ଯେତେବେଳେ ପ୍ରାର୍ଥନା ଶୁଣାଯାଏ ତେବେ ଚମତ୍କାର ହୁଏ " ।

ପ୍ରକାଶ ଥାଉ ଯେ, ଜୁନ୍ 14ରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ, ଇଡି ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.