ETV Bharat / sitara

ହୋଲିରେ ଟ୍ରୋଲ ହେଲେ ଅକ୍ଷୟ, ଦେଲେ ଏମିତି ଜବାବ

author img

By

Published : Mar 30, 2021, 10:25 AM IST

କୋରୋନା ପ୍ରକୋପକୁ ନଜରରେ ରଖି ଫ୍ୟାନ୍ସଙ୍କୁ ଅନୁରୋଧ କରିବା ଅକ୍ଷୟଙ୍କ ପାଇଁ ହେଲା ସମସ୍ୟା । ଟ୍ରୋଲର୍ସଙ୍କ ଟାର୍ଗେଟରେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ହୋଲି ଅବସରରେ ବଲିଉଡର ସେଲିବ୍ରିଟି ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ଇତିମଧ୍ୟରେ ଅକ୍ଷୟ କୁମାରଙ୍କ ନାମ ଟ୍ବିଟରରେ ଟ୍ରେଣ୍ଡ କରୁଛି । ଯେଉଁଥିରେ ତାଙ୍କୁ ବୟକଟ କରିବା କଥା କୁହାଯାଉଛି । ତାଙ୍କ ଏକ ଟ୍ବିଟକୁ ଆଧାର କରି ଟ୍ରୋଲର୍ସ ତାଙ୍କ ଉପରେ କ୍ରୋଧିତ ନଜର ଆସୁଛନ୍ତି । ଏହାର କାରଣ ହେଉଛି ହୋଲିର ଟ୍ବିଟ। ହେଲେ ଅକ୍ଷୟ ମଧ୍ୟ କେଉଁ ଛାଡିବା ବ୍ୟକ୍ତି । ସେ ମଧ୍ୟ ଟ୍ରୋଲ ହେବା ପରେ ଝିଅ ନିତାରାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।

କଥାଟି ହେଲା ଯେ ପ୍ରଥମ ଟ୍ବିଟରେ ଅକ୍ଷୟ ଲେଖିଥିଲେ, ‘ଡୁ ମି ଅ ଫେଭର ଲେଟ୍ସ ନଟ ପ୍ଲେ ହୋଲି । ନିଜକୁ ଏବଂ ନିଜ ପ୍ରିୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଘରେ ହୋଲି ଖେଳନ୍ତୁ । ସମସ୍ତଙ୍କୁ ହୋଲିର ଶୁଭେଚ୍ଛା’ କୋରୋନା ହେତୁ ଅନେକ ସେଲିବ୍ରିଟି ସମାନ ବାର୍ତ୍ତା ଦେଇଛନ୍ତି । ହେଲେ ଅକ୍ଷୟଙ୍କୁ ଟ୍ରୋଲ କରାଯାଉଛି । ଏହାସହ ଟ୍ରେଣ୍ଡ କରୁଛି ‘ହ୍ୟାସଟ୍ୟାଗ ବହିଷ୍କାର ଅକ୍ଷୟ କୁମାର’।

  • Do me a favour let’s not play Holi! Celebrate at home, for your safety and the safety of your loved ones 🙏🏻 Wishing you all a very Happy Holi 🌈

    — Akshay Kumar (@akshaykumar) March 29, 2021 " class="align-text-top noRightClick twitterSection" data=" ">

ଟ୍ରୋଲର୍ସ ଅକ୍ଷୟଙ୍କୁ ଏଥି ପାଇଁ ଟ୍ରୋଲ କରୁଛନ୍ତି ଯେ ସେ ହୋଲି ଖେଳିବାକୁ ମନା କଲେ ବୋଲି । ସେପଟେ ଫ୍ୟାନ୍ସଙ୍କ କମେଣ୍ଟର ଉତ୍ତର ଦେବାକୁ ଯାଇ ଅକ୍ଷୟ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଯେଉଁମାନେ ଆପଣଙ୍କ ହୃଦୟର ଏକ ଅଂଶ ଅଟନ୍ତି ସେମାନଙ୍କ ସହିତ ଉତ୍ସବ ପାଳନ କରିବାଠାରୁ ଅଧିକ ଆନନ୍ଦ କିଛି ନାହିଁ ।’

ଅକ୍ଷୟ ଏହି ଫଟୋରେ ନିତାରାଙ୍କ ସହ ମୁହଁରେ ହଳଦୀ ଲଗାଇଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.