ETV Bharat / sitara

‘ଫିଲହାଲ୍ 2’ର ନୂଆ ପୋଷ୍ଟର ଜାରି, 30ରେ ଆସିବ ଟିଜର - ଫିଲହାଲ୍ 2 ଦ୍ବିତୀୟ ପୋଷ୍ଟର ରିଲିଜ

ଜାରି ହୋଇଯାଇଛି ‘ଫିଲହାଲ୍ 2’ର ନୂଆ ପୋଷ୍ଟର । ଅକ୍ଷୟଙ୍କ ସହ ନଜର ଆସିଲେ ନୁପୁର ସାନନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Jun 29, 2021, 7:26 AM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଥିଲା ସୁପରଷ୍ଟାର ଅକ୍ଷୟ କୁମାର ଓ ନୁପୁର ସାନନଙ୍କ ବହୁ ପ୍ରତିକ୍ଷିତ ମ୍ୟୁଜିକ ଭିଡିଓ ‘ଫିଲହାଲ୍ 2: ମହାବ୍ବତ’ର ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଥିଲା । ଆଉ ଏବେ ଏହାର ଦ୍ବିତୀୟ ପୋଷ୍ଟର ରିଲିଜ ହୋଇଯାଇଛି । ଯାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅକ୍ଷୟ ।

ସେ ଇନଷ୍ଟାଗ୍ରାମରେ ଯେଉଁ ପୋଷ୍ଟର ସେୟାର କରିଛନ୍ତି ସେଥିରେ ଦେଖିବାକୁ ମିଳୁଛି ନୁପୁରଙ୍କ ସହ ତାଙ୍କ ରୋମାଣ୍ଟିକ ଅନ୍ଦାଜ । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘କିଛି କାହାଣୀ ସବୁବେଳେ ଆପଣଙ୍କ ସହ ରୁହେ । ଆସନ୍ତା 30ରେ ରିଲିଜ ହେବ ଟିଜର ।’

ପ୍ରକାଶ ଥାଉକି ‘ଫିଲହାଲର 2’ର ପ୍ରଥମ ମ୍ୟୁଜିକ ଭିଡିଓ ଅନେକ ରକେର୍ଡ ସୃଷ୍ଟି କରିଥିଲା । ଯାହାକୁ ଗାଇଥିଲେ ଲୋକପ୍ରିୟ ଗାୟକ ବି ପ୍ରାକ । ସେହିପରି ୟୁଟ୍ୟୁବରେ ଏହି ଗୀତକୁ 1 ବିଲିୟନରୁ ଅଧିକ ଭ୍ୟୁ ମିଳିସାରିଛି । ପ୍ରଥମ ଗୀତର ସଫଳତା ପରେ ଦ୍ବିତୀୟ ଗୀତକୁ ନେଇ ଉତ୍ସାହିତ ଦର୍ଶକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.