ETV Bharat / sitara

‘ହେରା ଫେରି’ କଥା ମନେ ପକାଇଲେ ଅକ୍ଷୟ

author img

By

Published : Jan 12, 2021, 11:23 AM IST

ଭାଇରାଲ ହେଲା ଅକ୍ଷୟଙ୍କ ଫଟୋ । ହାତରେ ସୁଟକେସ୍ ଧରି ଆସିଲେ ନଜର । ପୁଣିଥରେ 25 ଦିନରେ ସମସ୍ତଙ୍କ ଟଙ୍କା କରିବେ ଡବଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଅକ୍ଷୟ କୁମାର ପରଦା ବ୍ୟତୀତ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ବେଶ୍ ମନୋରଞ୍ଜନ କରନ୍ତି । ସେ ପ୍ରାୟତଃ ନିଜ ସହ ସମ୍ପୃକ୍ତ କିଛି ନା କିଛି ସେୟାର କରନ୍ତି । ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସେ । ଏବେ ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ଏହାସହ ସେ ନିଜର ଅଭିନୀତ ଫିଲ୍ମ ‘ହେରା ଫେରି’ର ଡାଇଲଗ ମନେ ପକାଇ ଚର୍ଚ୍ଚାରେ ।

କଥାଟି ହେଲା ଯେ ସୋମବାର ଅକ୍ଷୟ ଇନଷ୍ଟାଗ୍ରାମରେ ନିଜର ଏକ ଷ୍ଟାଇଲିଶ୍ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ବ୍ଲାକ ଟି-ସର୍ଟ ଏବଂ ଜିନ୍ସ ପିନ୍ଧିବା ସହ ହାତରେ ହଳଦିଆ ରଙ୍ଗର ସୁଟକେସ୍ ଧରିଥିବାର ନଜର ଆସୁଛନ୍ତି । ଆଉ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ଆପଣ ଜାଣନ୍ତି 25 ଦିନ ମେଁ ପଇସା ଡବଲ୍ ସ୍କିମ୍ |’ ବର୍ତ୍ତମାନ ତାଙ୍କ ଏହି ଫଟୋ ଖୁବ୍ ଭାଇରାଲ ହେଉଛି ।

ପ୍ରକାଶ ଥାଉକି ‘ହେରା ଫେରି’ର ସିକ୍ବେଲ ଫିଲ୍ମ ‘ଫିର୍ ହେରା ଫେରି’ 2006ରେ ରିଲିଜ ହୋଇଥିଲା । ଅକ୍ଷୟଙ୍କ ସହ ଏହି ଫିଲ୍ମରେ ସୁନୀଲ ସେଟ୍ଟୀ ପରେଶ ରାୱଲ ଥିଲେ । ଆଉ ଅକ୍ଷୟ ସମସ୍ତଙ୍କଠୁ ଟଙ୍କା ନେଇ ଡବଲ କରିବା କଥା କହୁଥିବେ । ସେହିପରି ସେ ଫଟୋରେ ସୁଟକେସ୍ ଧରି ଏହି ଡାଇଲଗକୁ ପୁଣି ରିପିଟ୍ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.