ETV Bharat / sitara

100 ଉର୍ଦ୍ଧ୍ବ ଅକ୍ସିଜେନ୍ କନ୍ସଣ୍ଟ୍ରେଟର ଦାନ କରିବେ ଟ୍ବିଙ୍କଲ-ଅକ୍ଷୟ

କୋରୋନା ସଙ୍କଟ ମଧ୍ୟରେ ଦେଶବାସୀଙ୍କ ସେବା କରିବାକୁ ସାମ୍ନାକୁ ଆସୁଛନ୍ତି ସେଲବ୍ରିଟି । ପୂର୍ବରୁ ଅନେକ ଥର ଦାନ କରିସାରିଥିବା ଅକ୍ଷୟ ଏଥର ପୁଣି ଦାନ କରିବାକୁ ଯାଉଛନ୍ତି । ସୂଚନା ଦେଲେ ପତ୍ନୀ ଟ୍ବିଙ୍କଲ । ଅଧିକ ପଢନ୍ତୁ...

100 ଉର୍ଦ୍ଧ୍ବ ଅକ୍ସିଜେନ୍ କନ୍ସଣ୍ଟ୍ରେଟର ଦାନ କରିବେ ଟିଙ୍କଲ-ଅକ୍ଷୟ

author img

By

Published : Apr 28, 2021, 11:21 AM IST

ମୁମ୍ବାଇ: କୋରୋନା ଭାଇରସ ସହ ଲଢୁଥିବା ଦେଶବାସୀଙ୍କ ସେବା ପାଇଁ ସହଯୋଗର ହାତ ବଢାଉଛନ୍ତି ସେଲିବ୍ରିଟି। ଏହି କ୍ରମରେ ସାମିଲ ହୋଇଛନ୍ତି ଲେଖିକା ତଥା ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା । ସେ ମଙ୍ଗଳବାର ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ ସେ ତାଙ୍କ ସ୍ବାମୀ ଅର୍ଥାତ୍ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ମିଶି କୋଭିଡ -19 ମହାମାରୀ ବିରୋଧରେ ଲଢୁଥିବା ଲୋକଙ୍କ ପାଇଁ 100 ଅକ୍ସିଜେନ୍ କନ୍ସଣ୍ଟ୍ରେଟର ( oxygen concentrators) ଦାନ କରୁଛନ୍ତି।

100 ଉର୍ଦ୍ଧ୍ବ ଅକ୍ସିଜେନ୍ କନ୍ସଣ୍ଟ୍ରେଟର ଦାନ କରିବେ ଟିଙ୍କଲ-ଅକ୍ଷୟ
100 ଉର୍ଦ୍ଧ୍ବ ଅକ୍ସିଜେନ୍ କନ୍ସଣ୍ଟ୍ରେଟର ଦାନ କରିବେ ଟିଙ୍କଲ-ଅକ୍ଷୟ

ଏହାର ସୂଚନା ସେ ଟ୍ବିଟରରେ ଏକ ପୋଷ୍ଟ କରି ଦେଇଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ଲଣ୍ଡନର ଦୁଇ ଡାକ୍ତର 120 ଅକ୍ସିଜେନ୍ କନ୍ସଣ୍ଟ୍ରେଟର ଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ଅକ୍ଷୟ ଏବଂ ମୁଁ ମଧ୍ୟ 100 ଅକ୍ସିଜେନ୍ କନ୍ସଣ୍ଟ୍ରେଟରର ବ୍ୟବସ୍ଥା କରିଛୁ । ଏପରି ଆମେ ମୋଟ 220 ଅକ୍ସିଜେନ୍ କନ୍ସଣ୍ଟ୍ରେଟରର ବାଣ୍ଟିବୁ। ଅଗ୍ରଣୀ ପାଇଁ ଧନ୍ୟବାଦ। ଚାଲ ସମସ୍ତେ ଏହି କାମ କରିବା ।’

ସେହିପରି ସେ ଏହାପୂର୍ବରୁ ଟ୍ବିଙ୍କଲ ଆଉ ଏକ ପୋଷ୍ଟରେ ଲେଖିଥିଲେ, ‘ଦୟାକରି ମୋତେ ଯାଞ୍ଚ ହୋଇଥିବା, ନିର୍ଭରଯୋଗ୍ୟ ଏବଂ ପଞ୍ଜୀକୃତ ଏନଜିଓ ବିଷୟରେ ସୂଚନା ଦିଅନ୍ତୁ । ଯାହାଦ୍ବାରା 100 ଅକ୍ସିଜେନ୍ କନ୍ସଣ୍ଟ୍ରେଟର (ପ୍ରତି ମିନିଟରେ 4 ଲିଟର ଅମ୍ଳଜାନ ଯୋଗାଇବାରେ) ସାହାଯ୍ୟ କରିପାରିବ। ଏହି କଣ୍ଟ୍ରାକ୍ଟରମାନଙ୍କୁ ସିଧାସଳଖ ବ୍ରିଟେନରୁ ବିତରଣ କରାଯିବ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.