ETV Bharat / sitara

ବିଜୟଙ୍କ ଫିଲ୍ମରୁ ବାହାରିଲେ ଅଦିତି

author img

By

Published : Oct 21, 2020, 2:57 PM IST

ଅଭିନେତ୍ରୀ ଅଦିତି ଏବେ ପରଦାରେ ବିଜୟଙ୍କ ସହ କରିବେନି ରୋମାନ୍ସ । କାରଣ ତାଙ୍କ ସ୍ଥାନ ନେଇଛନ୍ତି ଅଭିନେତ୍ରୀ ରାଶି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦିତି ରାଓ ହୈଦରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦିତି ରାଓ ହୈଦରୀ

ମୁମ୍ବାଇ: ଭାରତୀୟ ସିନେମାରେ ନିଜର ଭିନ୍ନ ପରିଚୟ ସ୍ଥାପନ କରିଥିବା ଅଭିନେତ୍ରୀ ଅଦିତି ରାଓ ହୈଦରୀଙ୍କୁ ମିଳିଛି ବଡ ଝଟକା । ହାତରୁ ଚାଲିଯାଇଛି ଏକ ଫିଲ୍ମ । ଯାହାକୁ ନେଇ ବର୍ତ୍ତମାନ ସେ ନିରାଶ । ସାଉଥ ସୁପରଷ୍ଟାର ବିଜୟ ସେଥୁପତିଙ୍କ ଅପକମିଂ ଫିଲ୍ମ ‘ତୁଗଲକ ଦରବାର’ରୁ ଅଦିତିଙ୍କୁ ରିପ୍ଲେସ କରାଯାଇଛି । ଏହି ଖବର ବର୍ତ୍ତମାନ ତାମିଲ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ।

ସେଭନ ସ୍କ୍ରିନ ଷ୍ଟୁଡିଓ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହାର ସୂଚନା ଦେଇଛି । ଫିଲ୍ମରେ ଅଦିତିଙ୍କୁ ରିପ୍ଲେସ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ରାଶି ଖନ୍ନା ।

ଫିଲ୍ମ ‘ତୁଗଲକ ଦରବାର’ର ପ୍ରଡକ୍ସନ ହାଉସ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ରାଶିଙ୍କୁ ଫିଲ୍ମରେ ସାମିଲ ହେବାର ସ୍ବାଗତ ଜଣାଇଥିଲା । ସେହିପରି ପୋଷ୍ଟରେ ଲେଖା ହୋଇଥିଲା, ‘ଏହି ଘୋଷଣା କରି ଆମକୁ ବହୁତ ଖୁସି ଅନୁଭବ ହେଉଛି ଯେ ବିଜୟଙ୍କ ତୁଗଲକ ଦରବାରରେ ମୁଖ୍ୟ ଅଭିନେତ୍ରୀ ରୂପେ ରାଶି ନଜର ଆସିବେ । ପୁରା ଟିମ ତାଙ୍କୁ ହୃଦୟରୁ ସ୍ବାଗତ ଜଣାଇଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.