ETV Bharat / sitara

ସ୍ବାମୀଙ୍କ ସହ ଥ୍ରୋବ୍ୟାକ୍ ଫଟୋ ସୋୟାର କଲେ ସୋନମ - Sonam Kapoor shares an adorable throwback picture

ସୋାମନ ଇନଷ୍ଟାଗ୍ରାମରେ ସ୍ବାମୀଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଗତ ବର୍ଷ ସୋନମ ହବି ଆନନ୍ଦ ଅହୁଜାଙ୍କ ସହ ଛୁଟିରେ ଜାପାନ ବୁଲିବାକୁ ଆସିଥିଲେ । ଅଧିକ ପଢନ୍ତୁ...

Sonam Kapoor shares an adorable throwback picture with hubby Anand Ahuja
ସ୍ବାମୀଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ସୋୟାର କଲେ ସୋନମ
author img

By

Published : Jun 18, 2020, 7:38 PM IST

ନୂଆଦିଲ୍ଲୀ: ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ସୋନମ ତାଙ୍କ ସ୍ବାମୀଙ୍କ ସହ ଥ୍ରୋବ୍ୟାକ୍ ଫଟୋ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି ।

ବର୍ତ୍ତମାନ ସୋାମନ ଇନଷ୍ଟାଗ୍ରାମରେ ସ୍ବାମୀଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଗତ ବର୍ଷ ସୋନମ ହବି ଆନନ୍ଦ ଅହୁଜାଙ୍କ ସହ ଛୁଟିରେ ଜାପାନ ବୁଲିବାକୁ ଆସିଥିଲେ ।

ଏହି ଫଟୋରେ, ସୋନମ ଏବଂ ଆନନ୍ଦ ଏକ ଖୋଲା ପାହାଡିଆ ସ୍ଥାନରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ଫଟୋରେ ଏହି ଯୋଡି ବହୁତ ସୁନ୍ଦର ଦେଖାଯାଉଥିଲେ । ସୋନମଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।

ଗତକାଲି ସୋନମ ଇନଷ୍ଟାଗ୍ରାମରେ ତାଙ୍କ ଫିଲ୍ମ 'ଖୁବସୁରତ'ର ସେଟରୁ ଏକ ଫଟୋ ସେୟାର କରିଥିଲେ । ଏହି ପୋଷ୍ଟରରେ କ୍ୟାପସନରେ ସୋନମ ଲେଖିଥିଲେ, ମୁଁ ରିହର୍ସଲ୍ ଲାଇନ, ଅଭିନୟ ଏବଂ ପୁନର୍ବାର ସେଟ୍କୁ ଯିବା ପାଇଁ ଅପେକ୍ଷା କରିଛି .. ଏହାକୁ ବହୁତ ମିସ୍ କରୁ୍‌ଛି ।

ନିକଟରେ, ସୋନମଙ୍କୁ 'ଜୋୟା ଫ୍ୟାକ୍ଟର'ରେ ଦଲକିର ସଲମାନଙ୍କ ସହ ଶେଷଥର ଦେଖିବାକୁ ମିଳିଥିଲା ​​ । ତାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ 'ବ୍ଲାଇଣ୍ତ' ର ହିନ୍ଦୀ ରିମେକ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.