ETV Bharat / sitara

ଟ୍ବିଟରକୁ ସୋନାକ୍ଷୀଙ୍କ ବାଏ ବାଏ - ମନୋରଞ୍ଜନ ଖବର

ଟ୍ବିଟରକୁ ବାଏ ବାଏ କଲେ ସୋନାକ୍ଷୀ ସିହ୍ନା । କହିଲେ ଶାନ୍ତିରେ ବଞ୍ଚନ୍ତୁ, ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ । ଅଧିକ ପଢନ୍ତୁ...

Sonakshi Sinha deactivates Twitter to stay away from ‘negativity
ଟ୍ବିଟରକୁ ସୋନାକ୍ଷୀଙ୍କ ବାଏ ବାଏ
author img

By

Published : Jun 21, 2020, 5:57 PM IST

ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରକୁ ବାଏ ବାଏ କରିଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଅନେକ ଥର ବିଭିନ୍ନ ବିଷୟକୁ ନେଇ ଟ୍ରୋଲ ହୋଇଛନ୍ତି ଏହି ଅଭିନେତ୍ରୀ । କିନ୍ତୁ ସମସ୍ତଙ୍କୁ କଡା ଜବାବ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସେ କିଛି ନକରାତ୍ମକ ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଟ୍ବିଟରକୁ ଡିଆକ୍ଟିଭ କରିବା ପରେ ସେ ନିଜ ଇନଷ୍ଟାଗ୍ରାମ ପେଜରେ ଲେଖିଛନ୍ତି, ନକରାତ୍ମକତା ଠାରୁ ଦୂରେଇ ଶାନ୍ତିରେ ରହିବା । ସୋନାକ୍ଷୀଙ୍କର ଟ୍ବିଟରରେ ପ୍ରାୟ 15.9 ମିଲିଅନ ଫଲୋୟର୍ସ ଥିଲେ । କିନ୍ତୁ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି କିମ୍ବା ଅଧିକ ଟ୍ରୋଲର ଶିକାର ହେଉଥିବା ଯୋଗୁଁ ସୋନାକ୍ଷୀ ଏପରି କରୁଥିବା ଲୋକଙ୍କ ଭିତରେ ଖୁବ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.