ETV Bharat / sitara

ସୁସ୍ଥ ହୋଇ ଘରକୁ ଫେରିଲେ ଲତା

କିଛି ଦିନ ହେବ ଭାଇରାଲ ଇନଫେକ୍ସନ ଯୋଗୁ ଅସୁସ୍ଥ ଥିବା ଲତା ମଙ୍ଗେସକରଙ୍କୁ ସୋମବାର ସକାଳେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।

author img

By

Published : Nov 11, 2019, 5:30 PM IST

Updated : Nov 11, 2019, 6:08 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଲତା ମଙ୍ଗେସକର ଫ୍ୟାନ୍ସକ୍ଲବ

ମୁମ୍ବାଇ: ଦେଶର କୋକିଳା ଲତା ମଙ୍ଗେସକରଙ୍କୁ ସୋମବାର ବ୍ରିଚ କ୍ୟାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ହେବ ସେ ଭାଇରାଲ ଇନଫେକ୍ସନରେ ଆକ୍ରାନ୍ତ ଥିଲେ। ଯେଉଁଥିପାଇଁ ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ଏହି କାରଣ ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଲତା ଅସୁସ୍ଥ ଥିବା ଜାଣିବା ପରେ ଚିନ୍ତିରେ ଆସିଯାଇଥିଲେ ତାଙ୍କ ପ୍ରଶଂସକ। ର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତାଙ୍କ ଅସୁସ୍ଥ ଖବର ତାଙ୍କ ଝିଆରୀ ସମସ୍ତଙ୍କୁ ଜଣାଇଥିଲେ। ପ୍ରକାଶ ଥାଉକି ସେପ୍ଟେମ୍ବର 28ରେ ଲତା ନିଜର 90ତମ ଜନ୍ମଦିନ ପାଳନ କରିଥିଲେ । ସେ ପାଖାପାଖି 1 ହଜାରରୁ ଅଧିକ ଗୀତ ଗାଇସାରିଛନ୍ତି । ସଙ୍ଗୀତ ଦୁନିଆରେ ତାଙ୍କ ଭୂମିକା ପାଇଁ ତାଙ୍କୁ ଭାରତରତ୍ନରେ ମଧ୍ୟ ସମ୍ମାନିତ କରାଯାଇଥିଲା।

Intro:Body:

TEST

Conclusion:
Last Updated : Nov 11, 2019, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.