ETV Bharat / sitara

ବ୍ରେକଅପ ମୁଡରେ ସିଦ୍ଧାର୍ଥ ଓ ପରିଣୀତି, ଦେଖନ୍ତୁ ଭିଡିଓ - ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା

ଫିଲ୍ମ 'ଜବରିୟା ଯୋଡି'ର ନୂଆ ଟ୍ରାକ ରିଲିଜ ହୋଇଯାଇଛି । 'କି ହୋନ୍ଦା ପ୍ୟାର' ଗୀତ ଜରିଆରେ ସିଦ୍ଧାର୍ଥ ଓ ପରିଣୀତି ବଖାଣିଲେ ବ୍ରେକଅପ ଦୁଃଖ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାର୍ଥ ମାଲହୋତ୍ରା
author img

By

Published : Jul 25, 2019, 10:43 AM IST

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ ପରିଣୀତି ଚୋପ୍ରା ଅଭିନୀତ ଫିଲ୍ମ 'ଜବରିୟା ଯୋଡି' ବର୍ତ୍ତମାନ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଇତିମଧ୍ୟରେ ଫିଲ୍ମର ନୂଆ ବ୍ରେକଅପ ସଙ୍ଗ 'କି ହୋନ୍ଦା ପ୍ୟାର' ରିଲିଜ ହୋଇଯାଇଛି । ଏହି ଗୀତଟିରେ ଲୋକପ୍ରିୟ ଗାୟକ ଅରିଜିତ ସିଂଙ୍କ ଦୁଃଖଭରା କଣ୍ଠ ଶୁଣିବାକୁ ମିଳୁଛି । ଗୀତରେ ପରିଣୀତି ନିଜ ବୟଫ୍ରେଣ୍ଡ ସିଦ୍ଧାର୍ଥ ସହ ବ୍ରେକଅପ କରି ଆଉ କାହାକୁ ବିବାହ କରିବାକୁ ଯାଉଛନ୍ତି । ପ୍ରେମରେ ଅଲଗା ହୋଇ ପରିଣୀତି ଓ ସିଦ୍ଧାର୍ଥ ଖୁବ୍ ଯନ୍ତ୍ରଣାରେ ଥିବା ପରି ଲାଗୁଛନ୍ତି ।

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି 'ଜବରିୟା ଯୋଡି' ବିବାହର ପକଡୱା ବିବାହ ଉପରେ ଆଧାରିତ । ଫିଲ୍ମରେ ସିଦ୍ଧାର୍ଥ ଓ ପରିଣୀତିଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣିବାକୁ ଯାଉଛି ।

ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ପ୍ରଶାନ୍ତ ସିଂ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । 'ଜବରିୟା ଯୋଡି' ବାସ୍ତବିକ ଜୀବନରେ ପ୍ରଚଳିତ ପ୍ରଥା ଉପରେ ଆଧାରିତ । ଯାହା ବିହାର ଏବଂ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ପ୍ରଚଳିତ । ଏହି ପ୍ରଥାରେ ଅବିବାହିତ ପୁଅଙ୍କୁ ଝିଅ ଘର ଜବରଦସ୍ତି ଉଠାଇ ନେଇ ନିଜ ଝିଅ ସହ ବିବାହ କରାଇଥାଆନ୍ତି । ଏହି ପ୍ରଥା ବିହାରରେ ଅନେକ ବର୍ଷରୁ ଚାଲିଆସୁଛି ।

Intro:Body:

TEST

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.