ETV Bharat / sitara

କିୟାରାଙ୍କ ସହ ସମ୍ପର୍କକୁ ଖଣ୍ଡନ କଲେ ସିଦ୍ଧାର୍ଥ

ଖୁବ୍ ଶୀଘ୍ର କରନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ କବୀର ସିଂଙ୍କ ଗାର୍ଲଫ୍ରେଣ୍ଡ କିୟାରା । ଫିଲ୍ମରେ ତାଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ।

ଡିଜାଇନ ଫଟୋ
author img

By

Published : Jul 2, 2019, 12:49 PM IST

ମୁମ୍ବାଇ: ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମ 'କବୀର ସିଂ' ଏହି ସମୟରେ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିପଡିଛି । ଏହି ଫିଲ୍ମରେ ତାଙ୍କ ସହ ପ୍ରଥମଥର ନଜର ଆସିଛନ୍ତି କ୍ୟୁଟ ଅଭିନେତା ଶାହିଦ କପୁର । କିୟାରାଙ୍କ ଅଭିନୟ ଦେଖି ତାଙ୍କ ଉପରେ ସାଧାରଣ ଦର୍ଶକ ଫିଦା ହେବା ସହ ବଲିଉଡ ସେଲିବ୍ରିଟିଜ ମଧ୍ୟ ଦିୱାନା ହୋଇଯାଇଛନ୍ତି ।

ଅନ୍ୟପଟେ ସେ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାତା କରନ ଜୋହରଙ୍କ ଆଗାମୀ ଫିଲ୍ମ 'ଶେରଶାହ'ରେ ନଜର ଆସିବେ । ଆଉ ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ ସିଦ୍ଧାର୍ଥ ମାଲହୋତ୍ରା । କିଛି ଦିନ ହେବ ଏହି ଖବର ଜୋର ଧରିଛି ଯେ କିୟାରା ଓ ସିଦ୍ଧାର୍ଥ ପରସ୍ପରକୁ ଡେଟ କରୁଛନ୍ତି ।

ସେପଟେ କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ସିଦ୍ଧାର୍ଥ । ତାଙ୍କୁ ଯେତେବେଳେ ଏକ ଲଞ୍ଚିଂ ଇଭେଣ୍ଟରେ ପ୍ରଶ୍ନ କରାଗଲା କି ସେ କିୟାରାଙ୍କୁ ଡେଟ କରୁଛନ୍ତି କି ନାହିଁ ।

ଏହାର ଜବାବରେ ସେ କହିଥିଲେ କି କିୟାରାଙ୍କ ଭଲ ବନ୍ଧୁ ପରିକା । ଆଉ ସେ ଦୁଇଜଣ ନିକଟରେ 'ଶେରଶାହ'ର ସୁଟିଂ ମଧ୍ୟ ଶେଷ କରିଥିଲେ । ସେ ଜଣେ ଭଲ କୋ-ଷ୍ଟାର । କିୟାରାଙ୍କ ସହ ବନ୍ଧୁ ହୋଇ ସେ ବହୁତ ଖୁସି ଅଛନ୍ତି । ଆଉ କିୟାରା ଡେଟ ଆର୍ଟିକଲକୁ ନେଇ ପ୍ରାୟତଃ ମଜାକ ଉଡାଆନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.