ETV Bharat / sitara

ପଲକଙ୍କ ଡେବ୍ୟୁ ଫିଲ୍ମ ରୋଜି, ଟିଜର ଆଉଟ

author img

By

Published : Apr 2, 2021, 7:24 PM IST

ଏବେ ପଲକଙ୍କ ଡେବ୍ୟୁ ଫିଲ୍ମ 'ରୋଜି: ଦ ସାଫ୍ରନ୍ ଚାପ୍ଟର'ର ଟିଜର ଲଞ୍ଚ କରାଯାଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ରଞ୍ଜନ ମିଶ୍ରା । ଅଧିକ ପଢନ୍ତୁ...

shweta-tiwari-daughter-palak-tiwari-debut-film-rosie-the-saffron-chapter-teaser-launched
ପଲକଙ୍କ ଡେବ୍ୟୁ ଫିଲ୍ମ ରୋଜି, ଟିଜର ଆଉଟ

ନୂଆଦିଲ୍ଲୀ: ଦୀର୍ଘ ସମୟରୁ ଚର୍ଚ୍ଚା ଜୋର ଧରିଥିଲା ଯେ ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ଲାଡଲୀ ପଲକ ବଲିଉଡରେ ଡେବ୍ୟୁ କରିବେ । ଇତିମଧ୍ୟରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି ।

ଏବେ ପଲକଙ୍କ ଡେବ୍ୟୁ ଫିଲ୍ମ 'ରୋଜି: ଦ ସାଫ୍ରନ୍ ଚାପ୍ଟର'ର ଟିଜର ଲଞ୍ଚ କରାଯାଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ରଞ୍ଜନ ମିଶ୍ରା ।

  • " class="align-text-top noRightClick twitterSection" data="">

ଟିଜରରେ ଦେଖିବାକୁ ମିଳିଛି ଯେ, "ଯଦି ତୁମେ କାହାକୁ ଭଲ ପାଅ, ତାକୁ ସ୍ବାଧୀନତା ଦିଅ। ବ୍ରହ୍ମାଣ୍ଡ ତାଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ। ଏହାକୁ ବିଶ୍ବାସ କର" ।

ଏହି ଚଳଚ୍ଚିତ୍ର ବିଷୟରେ ପଲକ କହିଛନ୍ତି, 'ରୋଜି: ଦ ସାଫ୍ରନ୍ ଚାପ୍ଟର' ମୋ ପାଇଁ ଏକ ବିଶେଷ ଚଳଚ୍ଚିତ୍ର । ମୁଁ ପ୍ରକୃତରେ ଫିଲ୍ମର ଶେଷ ସିଡ୍ୟୁଲ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି । ଆଜି ମୁକ୍ତିଲାଭ କରିଥିବା ଫିଲ୍ମର ଟିଜରକୁ ନେଇ ଦର୍ଶକଙ୍କ ଏହା ଉପରେ କିପରି ପ୍ରତିକ୍ରିୟା କରୁଛନ୍ତି ତାହା ମୁଁ ଦେଖିବାକୁ ଆଉ ଅପେକ୍ଷା କରିପାରୁ ନାହିଁ" ।

ପ୍ରକାଶ ଥାଉ ଯେ, ଏହି ହରର-ଥ୍ରୀଲର ଚଳଚ୍ଚିତ୍ର ହେଉଛି ଗୁରୁଗ୍ରାମର ରୋଜି ନାମକ ଜଣେ ଝିଅର ହଠାତ୍ ନିଖୋଜ ହେବାର ପ୍ରକୃତ ଘଟଣା ଉପରେ ଆଧାରିତ ଏକ କାହାଣୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.