ETV Bharat / sitara

100 ଫିଲ୍ମକୁ ପଛରେ ପକାଇ ଆୱାର୍ଡ ଜିତିଲା 'ସିଂହ' - united states

ଜୁଲାଇ 25ରୁ 28 ମଧ୍ୟରେ ଆୟୋଜନ ହେବାକୁ ଥିବା ଇଣ୍ଡି ସଟ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଲା 'ସିଂହ' । ଏପଟେ ମୋଣ୍ଟାନାରେ ଆୟୋଜିତ କୋୱେଲିଟ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ସଟ ଫିଲ୍ମ ଅପ ଦ ଇୟରର ଆୱାର୍ଡ ଜିତିଛି 'ସିଂହ' ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 4, 2019, 1:56 PM IST

ୱାଶିଂଟନ: ମୋଣ୍ଟାନାରେ ଆୟୋଜିତ କୋୱେଲିଟ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ସଟ ଫିଲ୍ମ ଅପ ଦ ଇୟରର ଆୱାର୍ଡ ଜିତିଛି 'ସିଂହ' । ଏହି ଫିଲ୍ମଟି ପ୍ରବାସୀ ଭାରତୀୟ ଶିଖ ଗୁରିନ୍ଦର ସିଂହ ଖାଲସାଙ୍କ ଜୀବନ ଉପରେ ଆଧାରିତ । ଏହି ସଟ ଫିଲ୍ମରେ ଦେଖିବାକୁ ମିଳିଛି ଯେ ଗୁରିନ୍ଦରଙ୍କୁ ନିଜର ଧାର୍ମିକ ଆସ୍ଥା ଏବଂ ଶେଷ ନିଶ୍ବାସ ନେଇଥିବା ନିଜ ମା'ଙ୍କୁ ସାକ୍ଷାତ କରିବା ମଧ୍ୟରେ କୌଣସି ଗୋଟିଏ ବିକଳ୍ପ ଚୟନ କରିବାରେ ଥିଲା ।

ଫିଲ୍ମଉତ୍ସବର ଆୟୋଜକ କହିଛନ୍ତି କି ଜୈନା ରୁଇଜଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ 100ଟି ଫିଲ୍ମକୁ ପଛରେ ପକାଇ ପୁରସ୍କାର ହାସଲ କରିଛି । ଫିଲ୍ମଟି ସିଂହ ଗୁରିନ୍ଦର ଖାଲସାଙ୍କ ସହ 2007ରେ ଘଟିଥିବା ଘଟଣା ଉପରେ ଆଧାରିତ । ଯେବେ ତାଙ୍କୁ ପଗଡି ଖୋଲି ବିମାନରେ ଯିବାକୁ କୁହାଯାଇଥିଲା ।

ଏହି ଫିଲ୍ମଟିକୁ କୋୱେଲିଟ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ 'ଇଣ୍ଡି ସଟ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ'ରେ ପାଇଁ ଅଫିସିଆଲ ରୂପେ ଚୟନ କରିଛି । ଇଣ୍ଡି ସଟ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ଜୁଲାଇ 25ରୁ 28 ମଧ୍ୟରେ ବିଶ୍ବର ଅନେକ ଫିଲ୍ମକୁ ପ୍ରଦର୍ଶିତ କରାଯିବ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.