ନୂଆଦିଲ୍ଲୀ: 2020 ବର୍ଷ ଅନେକ ଲୋକଙ୍କ ପାଇଁ ଦୁଃଖଦ ଖବର ଆଣିଛି । ଏଭଳି ପରିସ୍ଥିତିରେ ଅନେକ କଳାକାର ଚାକିରି ହରାଇଛନ୍ତି ତ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଏପରି ପରିସ୍ଥିତିରେ ବଲିଉଡ୍ର ଆଉ ଜଣେ ଜଣାଶୁଣା ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ସେ ହେଉଛନ୍ତି ଶିବକୁମାର ବର୍ମା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (CINTAA) ଏହାର ସୂଚନା ଦେଇଛନ୍ତି ଏବଂ ଆର୍ଥିକ ସହାୟତା ପାଇଁ ଅପିଲ୍ ମଧ୍ୟ କରିଛନ୍ତି ।
-
AN URGENT CALL FOR HELP! #CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can@SrBachchan @AnilKapoor @iamsunnydeol @amitbehl1 pic.twitter.com/3hHLe4I57b
— CINTAA_Official (@CintaaOfficial) December 3, 2020 " class="align-text-top noRightClick twitterSection" data="
">AN URGENT CALL FOR HELP! #CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can@SrBachchan @AnilKapoor @iamsunnydeol @amitbehl1 pic.twitter.com/3hHLe4I57b
— CINTAA_Official (@CintaaOfficial) December 3, 2020AN URGENT CALL FOR HELP! #CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can@SrBachchan @AnilKapoor @iamsunnydeol @amitbehl1 pic.twitter.com/3hHLe4I57b
— CINTAA_Official (@CintaaOfficial) December 3, 2020
(CINTAA) ର ସଦସ୍ୟ ଶିବକୁମାର କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନୋରୀ ରୋଗ (CODP) ସହିତ ଲଢୁଛନ୍ତି । ଏହା ଏକ ପ୍ରକାର ଫୁସଫୁସ ରୋଗ । ଏହାସହ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନୋରୀ ଡିଜିଜ୍ ସହ ତାଙ୍କୁ କୋରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।
-
AN URGENT CALL FOR HELP! #CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can @amitbehl @akshaykumar @TeamAkshay @iamvidyabalan pic.twitter.com/DIZYvcZaOW
— CINTAA_Official (@CintaaOfficial) December 2, 2020 " class="align-text-top noRightClick twitterSection" data="
">AN URGENT CALL FOR HELP! #CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can @amitbehl @akshaykumar @TeamAkshay @iamvidyabalan pic.twitter.com/DIZYvcZaOW
— CINTAA_Official (@CintaaOfficial) December 2, 2020AN URGENT CALL FOR HELP! #CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can @amitbehl @akshaykumar @TeamAkshay @iamvidyabalan pic.twitter.com/DIZYvcZaOW
— CINTAA_Official (@CintaaOfficial) December 2, 2020
CINTAA ଟୁଇଟ୍ କରି କହିଛି, "ଶିବକୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଏବଂ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚକୁ ପରିବାର ଲୋକେ ବହନ କରିପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଶିବ କୁମାରଙ୍କୁ ସାହାଯ୍ୟ କରିବାକୁ CINTAA, ବଲିଉଡର ମନୋଜ ଯୋଶୀ, ସଲମାନ୍, ଅକ୍ଷୟ କୁମାର, ଅମିତାଭ ବଚ୍ଚନ ଓ ବିଦ୍ୟା ବାଲାନଙ୍କ ଭଳି ବଲିଉଡର ଷ୍ଟାରଙ୍କୁ ନିବେଦନ କରିଛନ୍ତି । ଆମେ ଅନୁରୋଧ କରୁଛୁ ସାହାଯ୍ୟ କରିବାକୁ । ଆପଣ ଯାହା କରିପାରିବେ ଦୟାକରି କରନ୍ତୁ ।
-
AN URGENT CALL FOR HELP! CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can @actormanojjoshi @amitbehl @BeingSalmanKhan pic.twitter.com/4MYcEtmBIN
— CINTAA_Official (@CintaaOfficial) December 2, 2020 " class="align-text-top noRightClick twitterSection" data="
">AN URGENT CALL FOR HELP! CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can @actormanojjoshi @amitbehl @BeingSalmanKhan pic.twitter.com/4MYcEtmBIN
— CINTAA_Official (@CintaaOfficial) December 2, 2020AN URGENT CALL FOR HELP! CINTAA Member Shivkumar Verma is suffering from COPD and is also suspected of COVID-19. He is in need of urgent funds for hospital expenses. We humbly urge you to please help by donating whatever you can @actormanojjoshi @amitbehl @BeingSalmanKhan pic.twitter.com/4MYcEtmBIN
— CINTAA_Official (@CintaaOfficial) December 2, 2020
ଏଥିସହ ଶିବକୁମାରଙ୍କ ବ୍ୟାଙ୍କ ବିବରଣୀ ମଧ୍ୟ ସାଧାରଣ ଜନତାଙ୍କୁ ଦିଆଯାଇଛି ଯାହା ଦ୍ବାରା ସେମାନଙ୍କୁ ସାହାଯ୍ୟ କରାଯାଇପାରିବ । ଆସୋସିଏସନ ଦ୍ବାରା ଏହି ପୋଷ୍ଟ ବିଭିନ୍ନ ସେଲିବ୍ରିଟିମାନଙ୍କୁ ଟ୍ୟାଗ୍ କରାଯାଇଛି ।
CINTAA ର ଅମିତ ବହଲ କହିଛନ୍ତି ଯେ, ଶିବକୁମାର CINTAA ଆସୋସିଏସନର ଜଣେ ସଦସ୍ୟ । CINTAA ତାଙ୍କ ଅବସ୍ଥା ବିଷୟରେ ଜାଣିବା ପରେ ସେ ଅଭିନେତାଙ୍କ ଆକାଉଣ୍ଟକୁ 50 ହଜାର ଟଙ୍କା ସାହାଯ୍ୟ ଯୋଗାଇଛନ୍ତି । ତାଙ୍କ କହିବାନୁସାରେ, ବର୍ମାଙ୍କୁ ନିଶ୍ବସ ନେବାରେ ଅସୁବିଧା ହୋଇଥିଲା, ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଚିକିତ୍ସା ପାଇଁ 3-4 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଶିବକୁମାରଙ୍କ ଝିଅ CINTAA ରୁ ସାହାଯ୍ୟ ମାଗିଥିଲେ ।
ପ୍ରକାଶ ଥାଉ ଯେ, ଶିବକୁମାର ଅନେକ ଟିଭି ଏବଂ ଫିଲ୍ମରେ କାମ କରିଛନ୍ତି । ସେ ବାଜି ଜିନ୍ଦେଗୀ ଓ ହଲ୍ଲା ବୋଲ୍ ଫିଲ୍ମରେ ଅଭିନୟ କରିଛନ୍ତି ।