ETV Bharat / sitara

ଶିବାନୀଙ୍କ ଠୁମକାରେ ପାଗଳ ଫରହାନ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତା ଫରହାନ ଖାନ ଆଜିକାଲି କାହା ପ୍ରେମରେ ଉବୁଟୁବୁ, ତାହା ତ ଆପଣମାନେ ଜାଣିଥିବେ । ସେ ଆଉ କେହି ନୁହଁନ୍ତି, ବରଂ ଅଭିନେତ୍ରୀ ତଥା ହୋଷ୍ଟ ଶିବାନୀ ଦାଣ୍ଡେକର। ଶିବାନୀ ପ୍ରାୟ ଫରହାନଙ୍କ ସହ ବିଭିନ୍ନ ଫଟୋରେ ନଜର ଆସୁଥିବାବେଳେ ଏବେ କିନ୍ତୁ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ...

author img

By

Published : Mar 4, 2019, 10:38 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ବଲିଉଡ ଅଭିନେତା ଫରହାନ ଖାନ ଆଜିକାଲି କାହା ପ୍ରେମରେ ଉବୁଟୁବୁ, ତାହା ତ ଆପଣମାନେ ଜାଣିଥିବେ । ସେ ଆଉ କେହି ନୁହଁନ୍ତି, ବରଂ ଅଭିନେତ୍ରୀ ତଥା ହୋଷ୍ଟ ଶିବାନୀ ଦାଣ୍ଡେକର। ଶିବାନୀ ପ୍ରାୟ ଫରହାନଙ୍କ ସହ ବିଭିନ୍ନ ଫଟୋରେ ନଜର ଆସୁଥିବାବେଳେ ଏବେ କିନ୍ତୁ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ...

ନିକଟରେ ଶିବାନୀ କହିଛନ୍ତି, ସେ ଡାନ୍ସ କରିବାକୁ ବହୁତ ପସନ୍ଦ କରନ୍ତି, ବିଶେଷକରି ଲାଟିନ ସଙ୍ଗ୍ସରେ । ଶିବାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଡାନ୍ସ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ଗ୍ରୁପ ସହ ଲାଟିନ ଟ୍ରାକ 'କାଲମା'ରେ ଜବରଦସ୍ତ ଡାନ୍ସ କରୁଛନ୍ତି ।

ଶିବାନୀ ଖାଲି ଡାନ୍ସ ନୁହେଁ ବରଂ ସମସ୍ତଙ୍କୁ ଏହି ଗୀତରେ ଡାନ୍ସ କରି ଭିଡିଓ ପୋଷ୍ଟ କରିବାକୁ ମଧ୍ୟ ଦେଇଛନ୍ତି ଚ୍ୟାଲେଞ୍ଜ ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.