ETV Bharat / sitara

କାହାକୁ ଦେଖି ଇଭେଣ୍ଟ ମଝିରେ ଚାଲିଗଲେ ସାରା ?

ନିଜ ଏକ୍ସ ବୟଫ୍ରେଣ୍ଡଙ୍କୁ ଦେଖି ଫିଲ୍ମ ସ୍କ୍ରିନିଂରୁ ଚାଲିଗଲେ ସାରା ଅଲ୍ଲୀ ଖାନ । ଅନନ୍ୟା ପାଣ୍ଡେଙ୍କ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2'ର ସ୍କ୍ରିନିଂରେ ପହଞ୍ଚିଥିଲେ ସାରା ।

author img

By

Published : May 13, 2019, 11:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ସୈଫ ଅଲ୍ଲୀ ଖାନ ଓ ଅମୃତା ସିଂହଙ୍କ ଲାଡଲୀ ସାରା ଅଲ୍ଲୀ ଖାନ ନିଜ ବନ୍ଧୁ ଅର୍ଥାତ୍ ନବାଗତ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଡେବ୍ୟୁ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2'ର ସ୍କ୍ରିନିଂରେ ପହଞ୍ଚିଥିଲେ । କିନ୍ତୁ ସେହି ସମୟରେ ତାଙ୍କ ସହ ଏମିତି କିଛି ହୋଇଥିଲା, ଯାହା ପାଇଁ ସେ ସ୍କ୍ରିନିଂ ମଝିରେ ଅନନ୍ୟାଙ୍କୁ ବାଏ କହି ଚାଲି ଯାଇଥିଲେ ।

କଥାଟି ହେଲା କି ଅନନ୍ୟାଙ୍କ ଫିଲ୍ମ ସ୍କ୍ରିନିଂରେ ସାରାଙ୍କ ଏକ୍ସ ବୟଫ୍ରେଣ୍ଡ ବୀର ପହାଡିୟା ମଧ୍ୟ ପହଞ୍ଚିଥିଲେ । ପୂର୍ବରୁ ସାରାଙ୍କୁ ଜଣାନଥିଲେ କି ଅନନ୍ୟାଙ୍କ ଗେଷ୍ଟ ଲିଷ୍ଟରେ କିଏ କିଏ ସାମିଲ ଅଛନ୍ତି । ବୀରଙ୍କୁ ଦେଖିବା ମାତ୍ରେ ସାରା ଲୁଚିଛପି ଅନନ୍ୟାଙ୍କୁ ବାଏ କରି ଚାଲିଯାଇଥିଲେ । ଆଉ ସାରାଙ୍କ ଚେହେରାରେ ରାଗ ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉକି ଏକ ସାକ୍ଷାତକାରରେ ସାରା ଖୁଲାସା କରିଥିଲେ କି ସେ ଥରେ ରିଲେସନଶିପରେ ରହିସାରିଛନ୍ତି । ତାଙ୍କ ବୟଫ୍ରେଣ୍ଡଙ୍କ ନାମ ବୀର ପହାଡିୟା ଯିଏ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି । ବ୍ରେକଅପ ପରେ ସାରା କହିଥିଲେ କି ବୀର ସହ ତାଙ୍କ ଡେଟ ସମୟରେ ହୃଦୟ ଭାଙ୍ଗିନଥିଲା କେବେଳ ଏହି ସମ୍ପର୍କ ତାଙ୍କର ଆଗକୁ ଚାଲିପାରିଲା ନାହିଁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.