ETV Bharat / sitara

ବିଜୟ-କରଣଙ୍କ ସହ ନାଇଟ ଆଉଟରେ ସାରା - ବିଜୟ-କରଣଙ୍କ ସହ ନାଇଟ ଆଉଟ ରେ ସାରା

ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ସହ ନାଇଟ ଆଉଟରେ ସାରାଙ୍କୁ ଦେଖିବାକୁ ମିଳିଛି । ଏହି ଗେଟ-ଟୁଗେଦରରେ କରଣ ଜୋହର, ମନୀଷ ମଲହୋତ୍ରା ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ମଧ୍ୟ ନଜର ଆସିଛନ୍ତି । ଅଧିକ ପଢନ୍ତୁ...

Sara Ali Khan's fun night out with Vijay Deverakonda, KJo and others
ବିଜୟ-କରଣଙ୍କ ସହ ନାଇଟ ଆଉଟ ରେ ସାରା
author img

By

Published : Mar 23, 2021, 10:37 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ଅନେକ ଥର କହିଛନ୍ତି।

Sara Ali Khan's fun night out with Vijay Deverakonda, KJo and others
ବିଜୟ-କରଣଙ୍କ ସହ ନାଇଟ ଆଉଟ ରେ ସାରା

ସୋମବାର ରାତିରେ ବିଜୟଙ୍କ ସହ ନାଇଟ ଆଉଟରେ ସାରାଙ୍କୁ ଦେଖିବାକୁ ମିଳିଛି। ସେ ବିଜୟଙ୍କ ସହ ସମୟ ଅତିବାହିତ କରିବାର ଏକ ସୁଯୋଗ ପାଇଛନ୍ତି।

ଲିଗରର ନିର୍ମାତା ଚାର୍ମି କୌର ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସାରା ବିଜୟ, କରଣ ଜୋହର, ମନୀଷ ମଲହୋତ୍ରା ଏବଂ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି।

ଚାର୍ମି ଫଟୋ ସହିତ କ୍ୟାପସନ୍ ରେ ଲେଖିଛନ୍ତି, 'ଯେତେବେଳେ ଆର୍ଟ କିଛି କଳାକାରଙ୍କୁ ଏକାଠି କରେ, ସେତେବେଳେ ଏମିତି ହିଁ କିଛି ଦୃଶ୍ୟ ସାମ୍ନାକୁ ଆସେ' ।

ପ୍ରକାଶ ଥାଉ ଯେ, ବିଜୟଙ୍କ ଆଗାମୀ ଚଳଚ୍ଚିତ୍ର ଲିଗର 9 ସେପ୍ଟେମ୍ବର 2021 ରେ ମୁକ୍ତିଲାଭ କରିବ। ଅପରପକ୍ଷେ, ଅଭିନେତା ବରୁଣ ଧୱନଙ୍କ ସହ ସାରା କୁଲି ନଂ -1 ରେ ନଜର ଆସିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.