ETV Bharat / sitara

ଲକଡାଉନରେ ନାହିଁ ସାରାଙ୍କ ହୃଦୟ

author img

By

Published : Apr 15, 2020, 11:28 AM IST

ସୋସିଆଲ ମିଡିଆରେ ନୂଆ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ପୁଣି ଖୁସି କଲେ ସାରା । ଘରେ ରହି ସୁସ୍ଥ ରହିବାକୁ କଲେ ଅପିଲ।

sara ali khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ଦେଶରେ ଲକଡାଉନକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି। ଯାହାଦ୍ବାରା ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟିଙ୍କୁ 19 ଦିନ ପର୍ଯ୍ୟନ୍ତ ନିଜ ନିଜ ଘରେ ସମୟ ବିତାଇବାକୁ ପଡିବ। ଏପରି ପରିସ୍ଥିତିରେ ଫ୍ୟାନ୍ସଙ୍କ ସହ ସମ୍ପୃକ୍ତ ରହିବା ପାଇଁ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ଫଟୋ, ଭିଡିଓ ପ୍ରାୟତଃ ସେୟାର କରିବାରେ ଲାଗିଛନ୍ତି ।

ଲକଡାଉନର ପ୍ରଭାବ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଉପରେ ମଧ୍ୟ ପଡିଛି। ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି। ଇତିମଧ୍ୟରେ ସେ ନିଜର ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ।

ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆମର ହୃଦୟ, ମସ୍ତିଷ୍କ ଆଉ ଆତ୍ମା ଲକଡାଉନରେ ନାହିଁ। ଘରେ ରହି ସୁସ୍ଥ ରୁହନ୍ତୁ।’ ପ୍ରକାଶ ଥାଉକି ଦେଶରେ ବ୍ୟାପିଥିବା କୋରୋନା ଭାଇରସ ସହ ଲଢିବା ପାଇଁ ସାରା ପିଏମ କେୟାର୍ସ ଫଣ୍ଡକୁ ଦାନ କରିବାକୁ ମଧ୍ୟ ଘୋଷଣା କରିସାରିଛନ୍ତି। ତାଙ୍କ ପୂର୍ବରୁ ଅନେକ ଷ୍ଟାର୍ସ ଏହି ଫଣ୍ଡକୁ କୋଟି କୋଟି ଟଙ୍କା ଦାନ କରିସାରିଲେଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.