ETV Bharat / sitara

ଘର ଛାଡିଲେ ସାରା !

ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଏବେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପରିଚିତ ନାଁ । ଏବେ ସୁଦ୍ଧା ସାରା ମାତ୍ର ଦୁଇଟି ଫିଲ୍ମରେ ନଜର ଆସିଥିଲେ ମଧ୍ୟ ଦର୍ଶକଙ୍କର ସେ ବେଶ ପ୍ରିୟ । ସେଥିପାଇଁ ସାରା ସଫଳତା ପାଇ ଫଲୋ କରୁଛନ୍ତି ବି-ଟାଉନ ଟ୍ରେଣ୍ଡ । ଆଉ ମା ଅମ୍ରିତାଙ୍କ ଘର ଛାଡି ଅଲଗା ରହିବାକୁ ନେଇଛନ୍ତି ନିଷ୍ପତ୍ତି ।

author img

By

Published : Feb 13, 2019, 10:22 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଏବେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପରିଚିତ ନାଁ । ଏବେ ସୁଦ୍ଧା ସାରା ମାତ୍ର ଦୁଇଟି ଫିଲ୍ମରେ ନଜର ଆସିଥିଲେ ମଧ୍ୟ ଦର୍ଶକଙ୍କର ସେ ବେଶ ପ୍ରିୟ । ସେଥିପାଇଁ ସାରା ସଫଳତା ପାଇ ଫଲୋ କରୁଛନ୍ତି ବି-ଟାଉନ ଟ୍ରେଣ୍ଡ । ଆଉ ମା ଅମ୍ରିତାଙ୍କ ଘର ଛାଡି ଅଲଗା ରହିବାକୁ ନେଇଛନ୍ତି ନିଷ୍ପତ୍ତି ।

ପିତାମାତାଙ୍କୁ ଛାଡି ଅଲଗା ରହିବା ସତେଯେମିତି ବଲିଉଡ କିଡ୍ସମାନଙ୍କ ପାଇଁ ଟ୍ରେଣ୍ଡ । ତେବେ ସାରାଙ୍କ କ୍ଷେତ୍ରରେ କିନ୍ତୁ ଏହା କହିବା ଟିକେ କଷ୍ଟକର । କାରଣ ସାରା ଓ ମାଆଙ୍କ ମଧ୍ୟରେ କୌଣସି ମତାନ୍ତର ହୋଇନାହିଁ । କେବଳ ସାରା ନୁହେଁ, ବରୁଣ ଧୱନ, ରଣବୀର କପୁର ଆଦି ମଧ୍ୟ ପିତାମାତାଙ୍କ ଘର ଛାଡି ଏବେ ଅଲଗା ରହିବାକୁ ପସନ୍ଦ କରିଛନ୍ତି । ଆଉ ସାରା ବି ବୋଧହୁଏ ସ୍ୱାଧୀନ ଭାବରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରକାଶ ଥାଉକି, ସାରା ଅଭିଷେକ କପୁରଙ୍କ ଫିଲ୍ମ 'କେଦାରନାଥ'ରୁ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଡେବ୍ୟୁ କରିଥିଲେ । ଏହାପରେ ସେ ରୋହିତ ସେଟ୍ଟୀଙ୍କ ବ୍ଲକବଷ୍ଟର ଫିଲ୍ମ 'ସିମ୍ବା'ରେ ରଣବୀର ସିଂହଙ୍କ ସହ ନଜର ଆସିଥିଲେ ।

Intro:Body:

ପିତାମାତାଙ୍କୁ ଛାଡି ଅଲଗା ରହିବା ସତେଯେମିତି ବଲିଉଡ କିଡ୍ସମାନଙ୍କ ପାଇଁ ଟ୍ରେଣ୍ଡ । ତେବେ ସାରାଙ୍କ କ୍ଷେତ୍ରରେ କିନ୍ତୁ ଏହା କହିବା ଟିକେ କଷ୍ଟକର । କାରଣ ସାରା ଓ ମାଆଙ୍କ ମଧ୍ୟରେ କୌଣସି ମତାନ୍ତର ହୋଇନାହିଁ । କେବଳ ସାରା ନୁହେଁ, ବରୁଣ ଧୱନ, ରଣବୀର କପୁର ଆଦି ମଧ୍ୟ ପିତାମାତାଙ୍କ ଘର ଛାଡି ଏବେ ଅଲଗା ରହିବାକୁ ପସନ୍ଦ କରିଛନ୍ତି । ଆଉ ସାରା ବି ବୋଧହୁଏ ସ୍ବାଧୀନ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରକାଶ ଥାଉକି, ସାରା ଅଭିଷେକ କପୁରଙ୍କ ଫିଲ୍ମ 'କେଦାରନାଥ'ରୁ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଡେବ୍ୟୁ କରିଥିଲେ । ଏହାପରେ ସେ ରୋହିତ ସେଟ୍ଟୀଙ୍କ ବ୍ଲକବଷ୍ଟର ଫିଲ୍ମ 'ସିମ୍ବା'ରେ ରଣବୀର ସିଂହଙ୍କ ସହ ନଜର ଆସିଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.