ETV Bharat / sitara

ରୋଷେଇ କରି ଆହତ ହେଲେ ସନାୟା - ଅଭିନେତ୍ରୀ ସନୟା ମଲହୋତ୍ରାଙ୍କ ଆହତ ନ୍ୟୁଜ

ଲକଡାଉନରେ ଘରର ସବୁ କାମ କରୁଥିବା ଅଭିନେତ୍ରୀ ସନାୟା ଏବେ ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ସୂଚନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନୟା ମଲହୋତ୍ରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନୟା ମଲହୋତ୍ରା
author img

By

Published : May 30, 2020, 3:31 PM IST

ମୁମ୍ବାଇ: ଦଙ୍ଗଲ ଗାର୍ଲ ସନାୟା ମଲହୋତ୍ରାଙ୍କ ଫ୍ୟାନ୍ସଙ୍କ ପାଇଁ କିଛି ସମୟ ପୂର୍ବରୁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଥିଲେ । ସୋସିଆଲ ମିଡିଆରେ ଚର୍ଚ୍ଚାରେ ଯେ ସେ ଆହତ ହେବାରୁ ମେଡିକାଲ ଯାଇଥିଲେ। ଯାହାର ଖୁଲାସା ବର୍ତ୍ତମାନ ହୋଇଯାଇଛି । ହୁଏତଃ ସେ କିପରି ଆହତ ହେଲେ କଥା ଶୁଣି ଫ୍ୟାନ୍ସଙ୍କୁ ହସ ଲାଗିବ । ତେବେ ଆସନ୍ତୁ ଜାଣିବା ତାଙ୍କ ଆହତ ହେବାର ପଛ କାହାଣୀ...

କଥାଟି ହେଲା ଯେ ଲକଡାଉନରେ ଘରେ ବନ୍ଦ ଥିବା ସନୟା ଏକୁଟିଆ ଥିବାରୁ ନିଜ ପାଇଁ ଚଟଣୀ ତିଆରି କରୁଥିଲେ । ବ୍ଲେଣ୍ଡରରେ ଚଟଣୀ କରୁଥିବା ସମୟରେ ତାଙ୍କ ଆଙ୍ଗୁଠୀ ବ୍ଲେଣ୍ଡରରେ ଫସିଯାଇଥିଲା । ଯାହାଦ୍ବାରା ତାଙ୍କ କାଣି ଆଙ୍ଗୁଠି ଗୁରୁତର ଆହତ ହୋଇଛି। ଏହି ଆଘାତ ଯୋଗୁଁ ସନୟାଙ୍କୁ ତୁରନ୍ତ ଡାକ୍ତରଖାନା ଯାଇ ଆଙ୍ଗୁଠିର ଚିକିତ୍ସା କରିବାକୁ ପଡିଲା। ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.