ETV Bharat / sitara

ସାଣ୍ତାଲଉଡ ଡ୍ରଗ୍ସ ମାମଲା: ବିବେକଙ୍କ ପତ୍ନୀଙ୍କୁ ସିସିବିର ନୋଟିସ

author img

By

Published : Oct 16, 2020, 3:52 PM IST

ସାଣ୍ତାଲଉଡ ଡ୍ରଗ୍ସ ମାମଲାରେ ଭାଇ ଆଦିତ୍ୟଙ୍କ କନେକ୍ସନ ଦେଖି ସିଟି କ୍ରାଇମ୍ ବ୍ରାଞ୍ଚ ବେଙ୍ଗାଲୁରୁ ପ୍ରିୟଙ୍କା ଅଲଭା ଓବରଏଙ୍କୁ ନୋଟିସ ଦେଇଛି । ଅଧିକ ପଢନ୍ତୁ...

sandalwood drug case crime branch bengaluru notice to vivek oberoi wife
ସାଣ୍ତେଲଉଡ ଡ୍ରଗ୍ସ ମାମଲା: ବିବେକ ଓବରୋଇଙ୍କ ପତ୍ନୀଙ୍କୁ ସିଟି କ୍ରାଇମ୍ ବ୍ରାଞ୍ଚଙ୍କ ନୋଟିସ୍

ନୂଆଦିଲ୍ଲୀ : ଶାଳକଙ୍କ ପାଇଁ ହଟହଟା ଅଭିନେତା ବିବେକ ଓବରଏ । ଯାହାକୁ ନେଇ ସମସ୍ୟା ଘେରରେ ବିବେକଙ୍କ ପରିବାର ।

ସାଣ୍ତାଲଉଡ ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ ଅନେକ ବଡ ବଡ ସେଲିବ୍ରିଟ୍ରିଙ୍କ ନାମ ପ୍ରକାଶ ପାଇଛି । ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ଏବଂ ସଞ୍ଜନା ଗାଲ୍ରାନୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ନିକଟରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ ଆଦିତ୍ୟ ଅଲଭା ମଧ୍ୟ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଗାୟକ ତଥା ଅଭିନେତାମାନଙ୍କୁ ଡ୍ରଗ୍ସ ଯୋଗାଉଥିବାର ଅଭିଯୋଗ ହୋଇଛି । ଆଦିତ୍ୟ ସମ୍ପର୍କରେ ବିବେକ ଓବରଏଙ୍କ ଶାଳକ ଅଟନ୍ତି ।

ବର୍ତ୍ତମାନ ସାଣ୍ତାଲଉଡ ଡ୍ରଗ୍ସ ମାମଲାରେ ଭାଇ ଆଦିତ୍ୟଙ୍କ କନେକ୍ସନ ଦେଖି ସିଟି କ୍ରାଇମ୍ ବ୍ରାଞ୍ଚ ବେଙ୍ଗାଲୁରୁ ପ୍ରିୟଙ୍କା ଅଲଭା ଓବରଏଙ୍କୁ ନୋଟିସ ଦେଇଛି ।

  • City Crime Branch Bengaluru serves notice to Priyanka Alva Oberoi over links with brother Adithya Alva in connection with Sandalwood drug case. #Karnataka

    CCB raided actor Vivek Oberoi's Mumbai residence in search of his relative Aditya Alva in connection with the case y'day.

    — ANI (@ANI) October 16, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉ ଯେ, ଗତକାଲି ତଥା ଗୁରୁବାର ଏହି ମାମଲାରେ ବେଙ୍ଗାଲୁରୁ ସିସିବି ପୋଲିସ ଅଭିନେତା ବିବେକ ଓବରଏଙ୍କ ଘରେ ଚଢାଉ କରିଥିଲା । ଅପରାହ୍ନ 2ଟା ବେଳେ ବେଙ୍ଗାଲୁରୁ ପୋଲିସର ଦୁଇଜଣ ଇନ୍ସପେକ୍ଟର ବିବେକଙ୍କ ଘରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.