ETV Bharat / sitara

ଦେଶୀ ଗର୍ଲଙ୍କୁ ଟାର୍ଗେଟ କଲେ ଭାଇଜାନ

ପୁଣିଥରେ ପିସିଙ୍କୁ ସୋସିଆଲ ମିଡିଆରେ କମେଣ୍ଟ କରିଥିବାର ନଜର ଆସିଛନନ୍ତି ସଲମାନ ଖାନ । ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମଜାକ ଅନ୍ଦାଜରେ ପ୍ରିୟଙ୍କାଙ୍କ ମଜାକ ଉଡାଇଛନ୍ତି ଭାଇଜାନ।

author img

By

Published : May 4, 2019, 11:50 PM IST

ଡିଜାଇନ ଫଟୋ

ମୁମ୍ବାଇ: ଭାଇଜାନ ସଲମାନ ଖାନ ଏହି ସମୟରେ ନିଜର ଆଗାମୀ ଫିଲ୍ମ 'ଦବଙ୍ଗ-3'ର ସୁଟିଂରେ ବ୍ୟସ୍ତ ହେବା ସହ ବହୁ ପ୍ରତିକ୍ଷିତ ଫିଲ୍ମ ଭାରତର ପ୍ରମୋଶନରେ ମଧ୍ୟ ଜୋରସୋରରେ ଲାଗିଛନ୍ତି । ଏବେ ସଲମାନ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ଜବାବ ଦେଇ ଚହଳ ସୃଷ୍ଟି କରିଛନ୍ତି । କଥାଟି ହେଲା କି, ସୋସିଆଲ ମିଡିଆରେ କ୍ୟାଟ୍ରିନା କୈଫଙ୍କୁ ଫ୍ୟାନ୍ସ ପ୍ରଶ୍ନ କରିଥିଲେ କି 'ଭାରତ' ଫିଲ୍ମରେ ନିଜ ରୋଲ ପାଇଁ କିପରି ପ୍ରସ୍ତୁତି କରିଥିଲେ । କ୍ୟାଟ୍ରିନା ଜବାବ ଦେବା ପୂର୍ବରୁ ଭାଇଜାନ ଏହାକ ଜବାବ ଦେଇଥିବାର ନଜର ଆସିଥିଲେ ।

ସେ ଜବାବରେ ଲେଖିଥିଲେ କି 'ପ୍ରିୟଙ୍କା ଚୋପ୍ରା ତାଙ୍କୁ ସମୟ ହିଁ ଦେଲେ ନାହିଁ । କିନ୍ତୁ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ନିଜ ରୋଲ ପାଇଁ କ୍ୟାଟ୍ରିନା ଖୁବ୍ ପରିଶ୍ରମ କରିଛନ୍ତି , ଯଦି ପ୍ରିୟଙ୍କା ଆହୁରି ସମୟ ଦେଇଥାଆନ୍ତେ ତେବେ କଥା କିଛି ଭିନ୍ନ ହୋଇଥାଆନ୍ତା' ।

ପ୍ରକାଶ ଥାଉକି, ଫିଲ୍ମ ଭାରତରେ କ୍ୟାଟ୍ରିନାଙ୍କ ରୋଲ ପାଇଁ ସର୍ବପ୍ରଥମେ ପ୍ରିୟଙ୍କାଙ୍କୁ ଅଫର ହୋଇଥିଲା । ସେ ଫିଲ୍ମ ପାଇଁ ସାଇନ ମଧ୍ୟ କରିନେଇଥିଲେ । କିନ୍ତୁ 'ଭାରତ'ର ସୁଟିଂ ଆରମ୍ଭ ହେବାର ଗୋଟିଏ ମାସ ପୂର୍ବରୁ ସେ ଫିଲ୍ମ ଛାଡିବାର ଘୋଷଣା କରିଥିଲେ । ଯାହା ପରେ ମେକର୍ସ ଜଲଦି ଜଲଦିରେ କ୍ୟାଟ୍ରିନାଙ୍କୁ ଫିଲ୍ମରେ ସାମିଲ କରିଥିଲେ ।

ଏହି ଘଟଣା ପରଠାରୁ ସଲମାନ, ପ୍ରିୟଙ୍କାଙ୍କ ଉପରେ ରାଗିଯାଇଥିଲେ । ଖାଲି ଏତିକି ନୁହେଁ ସଲମାନ ଅନେକ ସ୍ଥାନରେ ପିସିଙ୍କୁ ଟାର୍ଗେଟ କରୁଥିବାର ମଧ୍ୟ ନଜର ଆସୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.