ETV Bharat / sitara

ଗୀତ ଗାଇ ମନ କିଣିଲେ ସଲମାନ, ଦେଖନ୍ତୁ ଭିଡିଓ

ସଲମାନ ଖାନଙ୍କୁ କିଏ ବା ଭଲନପାଏ। ଆକ୍ସନକୁ ନେଇ ଦର୍ଶକ ସର୍ବଦା ଉତ୍ସାହିତ ରହୁଥିବାବେଳେ ଏବେ ସଲମାନ ଫିଲ୍ମ 'ନୋଟବୁକ'ରେ ଏମିତି ଗୋଟିଏ ଗୀତ ବୋଲିଛନ୍ତି, ଯାହା ଇଣ୍ଡଷ୍ଟ୍ରିରୁ ଅନେକ ଗାୟକଙ୍କ ଛୁଟି କରିପାରେ।

author img

By

Published : Mar 19, 2019, 3:06 PM IST

ଫାଇଲ ଫଟୋ

ମୁମ୍ବାଇ: ବଲିଉଡ ଭାଇଜାନ ଖୁବଶିଘ୍ର ଦର୍ଶକଙ୍କୁ ଭେଟିଦେବାକୁ ଯାଉଛନ୍ତି ଗୋଟିଏ ଫ୍ରେଶ ଯୋଡି। ଫିଲ୍ମ 'ନୋଟବୁକ'ଦ୍ବାରା ଅଭିନେତା ଜାହିର ଇକବାଲ ଓ ପ୍ରନୂତନଙ୍କୁ ଡେବ୍ୟୁ କରୁଥିବାବେଳେ ନିକଟରେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ଏବେ ଫିଲ୍ମର ଗୋଟିଏ ଟ୍ରାକ ରିଲିଜ ହୋଇଛି, ଯେଉଁଥିରେ ନଜର ଆସିଛନ୍ତି ସଲମାନ। କିନ୍ତୁ ଏଥିରେ ସଲ୍ଲୁ ଅଭିନୟ ନୁହେଁ ସାଜିଛନ୍ତି ଗାୟକ...

  • " class="align-text-top noRightClick twitterSection" data="">

ଟ୍ରାକଟି 'ମେଁ ତାରେ' ହୋଇଥିବାବେଳେ ସଲମାନଙ୍କ କଣ୍ଠ ସତେ ଯେମିତି ଗୀତରେ ଲଗାଇଛି ଚାର ଚାନ୍ଦ। ଏହେ ଗୀତଟି ସଲମାନ ନିଜେ ଟ୍ୱିଟରରେ ଘୋଷଣା କରି ଲେଖିଛନ୍ତି, 'ଦେଖ ଓ ପ୍ରେମରେ ହଜିଯାଅ। ମେଁ ତାରେ...ଫିଲ୍ମ ନୋଟବୁକର 4ନମ୍ବର ଟ୍ରାକ।' ଗୀତଟି ଦ୍ବାରା ଜାହିର ଓ ପ୍ରନୂତନଙ୍କ ପ୍ରେମକୁ ଦର୍ଶାଯାଇଛି। ଗୀତଟି ସଲମାନ ଗାଇଥିବାବେଳେ ଏହାକୁ ଲେଖିଛନ୍ତି ମନୋଜ ମୁନ୍ତାସିର ଓ କମ୍ପୋଜ କରିଛନ୍ତି ବିଶାଲ ମିଶ୍ରା। ଫିଲ୍ମଟି ମାର୍ଚ୍ଚ 29ତାରିଖରେ ରିଲିଜ ହେବ।

ଟ୍ରାକଟିର ଭିଡିଓରେ ସଲମାନ ଲେଦର ଜ୍ୟାକେଟ, ଡେନିମ ଓ ଚଷମାରେ ଦିଶୁଛନ୍ତି ଖୁବ ହ୍ୟାଣ୍ଡସମ। ଆଉ ଟ୍ରାକରେ ତାଙ୍କ କଣ୍ଠ ତ ଲାଜବାବ। କାଶ୍ମୀରର ମନୋରମ ସୌନ୍ଦର୍ଯ୍ୟ ସହ ସଲମାନଙ୍କ ଭଏସ ନିଶ୍ଚୟ ଆପଣମାନଙ୍କ ମନ କିଣିନେବ ସେଥିରେ କୌଣସି ସନ୍ଦେହ ନାହିଁ। ସୁତ୍ରାନୁଯାୟୀ, ଏହି ଟ୍ରାକଟି ପ୍ରଥମେ ପାକିସ୍ତାନୀ ଗାୟକ ଆତିଫ ଅସଲମ ଗାଇଥିଲେ। କିନ୍ତୁ ପୁଲୱାମା ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିବାପରେ ତାଙ୍କ ଗୀତକୁ ମଧ୍ୟ ସଲମାନ ନିଜ ଫିଲ୍ମରୁ ହଠାଇଦେଇଥିଲେ। ଆଉ ନିଜେ ଗାଇଥିଲେ ଏହି ସୁନ୍ଦର ଗୀତଟିକୁ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.