ETV Bharat / sitara

ଆସିଲା ସଲମାନଙ୍କ ବିଙ୍ଗ ହ୍ୟୁମାନ ସାଇକେଲ - matuka adventure festilav

ସାଇକେଲ ଚଲାଇବାକୁ ପସନ୍ଦ କରୁଥିବା ସଲମାନ ଏବେ ଲାଲକିଲ୍ଲା ସାମ୍ନାରେ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି । ଦିଲ୍ଲୀରେ ଦବଙ୍ଗ-3ର ସୁଟିଂ ସମୟରେ ସାଇକେଲ ଚଲାଇଛନ୍ତି ଭାଇଜାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/beingsalmankhan
author img

By

Published : Jul 30, 2019, 11:56 PM IST

ହାଇଦ୍ରାବାଦ: ସାଇକେଲ ଚଲାଇବାକୁ ଖୁବ ପସନ୍ଦ କରନ୍ତି ଭାଇଜାନ । ମୁମ୍ବାଇ ରାସ୍ତାରେ କିମ୍ବା ସୁଟିଂ ସେଟରେ ସବୁଠି ତାଙ୍କୁ ସାଇକେଲ ଚଲାଉଥିବାର ଦେଖିବାକୁ ମିଳିଛି । ନିକଟରେ ସଲମାନଙ୍କୁ ଦିଲ୍ଲୀରେ ସାଇକେଲିଂ କରୁଥିବାର ଦେଖିବାକୁ ମିଳିଛି । ଲାଲକିଲ୍ଲା ସାମ୍ନାରେ ସାଇକେଲ ଚଲାଉଛନ୍ତି ସଲମାନ । ଏହି ଭିଡିଓକୁ ଟ୍ବିଟରରେ ନିଜେ ସେୟାର କରିଛନ୍ତି ଭାଇଜାନ ।

ଭିଡିଓ ସୌଜନ୍ୟ: ଟ୍ବିଟର/@BeingSalmanKhan

ଦବଙ୍ଗ-3ର ସୁଟିଂ ପାଇଁ ସଲମାନ ଦିଲ୍ଲୀରେ ପହଞ୍ଚିଛନ୍ତି । ଧଳାରଙ୍ଗର କୁର୍ତ୍ତା ପିନ୍ଧି ସାଇକେଲ ଚଲାଉଥିବାର ନଜର ଆସିଛନ୍ତି । ତେବେ ସଲମାନ ନିଜ ସାଇକେଲ କମ୍ପାନି beinghumancycleକୁ ଭିଡିଓରେ ପ୍ରମୋଟ କରୁଥିବାର ଦେଖିବାକୁ ମିଳିଛି ।

ନିକଟରେ ମୁମ୍ବାଇରେ ବିଳମ୍ବିତ ରାତିରେ ଅରବାଜଙ୍କ ପୁଅ ଅରହାନ ଓ ରୁମର ଗର୍ଲଫ୍ରେଣ୍ଡ ଇୟୁଲିଆ ବନ୍ତୁରଙ୍କ ସହ ସାଇକେଲ ଚଲାଉଥିବାର ନଜର ଆସିଥିଲେ । କିଛି ଦିନ ତଳେ ଅରୁଣାଚଳ ପ୍ରଦେଶରେ matuka adventure festilavରେ ସାମିଲ ଗୋଇ ମାଉଁଟେନ ସାଇକେଲ ରେସ୍ ର ଉଦଘାଟନ କରିଥିଲେ । ସେଠାରେ କେନ୍ଦ୍ରିୟ ମନ୍ତ୍ରୀ କିରଣ ରିଜିଜୁ ଓ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ସହ ସାଇକେଲ ଚଲାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.