ETV Bharat / sitara

ସାମ୍ନାକୁ ଆସିଲା ପ୍ରଭାସଙ୍କ ଫିଲ୍ମ ‘ସଲାର’ର ଫାଷ୍ଟ ଲୁକ୍

author img

By

Published : Dec 3, 2020, 4:02 PM IST

ପୁଣି ବଡ଼ ପରଦାରେ ଧମାକା କରିବାକୁ ଆସୁଛନ୍ତି ବାହୁବଳୀ ଫେମ୍‌ ପ୍ରଭାସ । ଏଥର ତାଙ୍କୁ କେଜିଏଫ୍‌ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍‌ଙ୍କ ଫିଲ୍ମ ‘ସଲାର’ରେ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ...

‘Salaar’ First Look: Prabhas joins hands with ‘KGF’ Prashanth Neel
ସାମ୍ନାକୁ ଆସିଲା ପ୍ରଭାସଙ୍କ ଫିଲ୍ମ ‘ସଲାର’ର ଫାଷ୍ଟ ଲୁକ୍

ନୂଆଦିଲ୍ଲୀ: ବାହୁବଳୀ ଫେମ୍‌ ତଥା ସୁପରଷ୍ଟାର ପ୍ରଭାସ ପୁଣି ବଡ଼ ପରଦାରେ ଧମାକା କରିବାକୁ ଆସୁଛନ୍ତି । ଏଥର ତାଙ୍କୁ କେଜିଏଫ୍‌ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍‌ଙ୍କ ଫିଲ୍ମ ‘ସଲାର’ରେ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ୨୦୨୧ରେ ଆରମ୍ଭ ହେବ । ଟ୍ରେଣ୍ଡ୍‌ ଆନାଲିଷ୍ଟି ତରୁଣ ଆଦର୍ଶ ଟ୍ବିଟ୍‌ରେ ଫିଲ୍ମ ସାଲାର ପୋଷ୍ଟର ସେୟାର କରି କରିଛନ୍ତି ।

ଫିଲ୍ମରେ ପ୍ରଭାସଙ୍କର ଲୁକ୍‌ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ।

କିଛିଦିନ ତଳେ ପ୍ରଶାନ୍ତ ନୀଲ୍‌ ହାଇଦ୍ରାବାଦରେ ପ୍ରଭାସଙ୍କୁ ଭେଟି ଫିଲ୍ମର କାହାଣୀ ଶୁଣାଇଥିଲେ । ଏହା ପ୍ରଭାସଙ୍କୁ ବହୁତ ପସନ୍ଦ ହୋଇଥିଲା । ଏବେ ପ୍ରଶାନ୍ତ ‘କେଜିଏଫ୍‌-ଚାପ୍ଟର ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ପ୍ରକାଶ ଥାଉ ଯେ, ନିକଟରେ ପ୍ରଭାସ ଏବଂ ପୂଜା ହେଗଡେ ଫିଲ୍ମ ‘ରାଧେ ଶ୍ୟାମ’ର ସୁଟିଂ ସାରି ଇଟାଲିରୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.