ETV Bharat / sitara

ଟିକା ନେଲେ ରୋହିତ ଶେଟ୍ଟୀ - rohit-first-dose-of-covid-19-vaccine

ଆଜି ଟିକା ନେଲେ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

rohit-shetty-took-first-dose-of-covid-19-vaccine-at-nanavati-hospital
କୋରୋନା ଟିକା ନେଲେ ରୋହିତ ଶେଟ୍ଟୀ
author img

By

Published : Apr 1, 2021, 4:59 PM IST

ନୂଆଦିଲ୍ଲୀ: ଗୁରୁବାର ମୁମ୍ବାଇର ନାନାବତୀ ହସ୍ପିଟାଲରେ କୋଭିଡ -19 ଟିକାର ପ୍ରଥମ ଡୋଜ ନେଲେ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ଶେଟ୍ଟୀ । ସେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।

ଫଟୋ ସହିତ କ୍ୟାପସନରେ ରୋହିତ ଲେଖିଛନ୍ତି, 'ଆକ୍ସନ୍ ଏବଂ ଷ୍ଟଣ୍ଟ୍ କେବଳ ଫିଲ୍ମ ପାଇଁ । ଅସଲ ଜୀବନରେ ଖତରୋ କେ ଖିଲାଡୀ ସାଜନ୍ତୁ ନାହିଁ, ଯାଆନ୍ତୁ ଟିକା ଲଗାନ୍ତୁ । କୋରୋନା ସହ ଲଢିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ । ଆଜି ମୁଁ ଭ୍ୟାକ୍ସିନ ନେଇଛି । ନାନାବତୀ ହସ୍ପିଟାଲର କର୍ମଚାରୀମାନଙ୍କୁ ଧନ୍ୟବାଦ' ।

ପ୍ରକାଶ ଥାଉ ଯେ, ରୋହିତଙ୍କ ପୂର୍ବରୁ, ବଲିଉଡର ଅନେକ କଲାକାରମାନେ କୋରୋନା ଟିକା ନେଇସାରିଛନ୍ତି । ଏଥିରେ ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ, କମଲ ହାସନଙ୍କ ଭଳି ଅଭିନେତାମାନେ ସାମିଲ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.