ETV Bharat / sitara

ପରିବାର ସହ ଗଣେଶ ଚତୁର୍ଥୀ ସେଲିବ୍ରେସନ ଫଟୋ ସେୟାର କଲେ ରିଦ୍ଧିମା

author img

By

Published : Aug 30, 2020, 7:37 PM IST

ଆଜି କପୁର ପରିବାରର ସମସ୍ତ ସଦସ୍ୟ ଶୁଭ ଗଣେଶ ପର୍ବ ଏକାଠି ପାଳନ କରିଛନ୍ତି । ଏହି ଅବସରରେ ସ୍ବର୍ଗତ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ପୁରା ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନ କରୁଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

riddhima kapoor shares a lovely picture featuring neetu kapoor aadar rima jain and other family members
ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନର ଫଟୋ ସେୟାର କଲେ ରିଦ୍ଧିମା

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କପୁର ପରିବାର ଗଣପତିଙ୍କ ପୂଜା କରିବା ସହ ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଆଜି କପୁର ପରିବାରର ସମସ୍ତ ସଦସ୍ୟ ଶୁଭ ଗଣେଶ ପର୍ବ ଏକାଠି ପାଳନ କରିଛନ୍ତି ।

ଏହି ଅବସରରେ ସ୍ବର୍ଗତ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନ କରୁଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ରିଦ୍ଧିମାଙ୍କ ସହିତ ନୀତୁ କପୁର, ଆଧାର ଜୈନ, ଅରମାନ ଜୈନ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଦେଖିବାକୁ ମିଳିଛି ।

ଏହି ଫଟୋରେ କପୁର ପରିବାର ପାରମ୍ପାରିକ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ।

ଫଟୋ ସେୟାର କରି କ୍ୟାପସନ୍ ରେ ରିଦ୍ଧିମା ଲେଖିଛନ୍ତି, "ପରିବାର ️" ।

ଋଷିଙ୍କ ଦେହାନ୍ତ ପରେ ରିଦ୍ଧିମା ତାଙ୍କ ମାତା ନୀତୁଙ୍କ ପାଖରେ ଅଛନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ମା’ଙ୍କ ସହିତ ଫଟୋ ସେୟାର କରନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.