ETV Bharat / sitara

ସିଏଏ ବିବାଦ: ପୁଣି ସରକାରଙ୍କ ଉପରେ ତାତିଲେ ରିଚା - କଣ୍ଟ୍ରୋଭର୍ସି ଆକ୍ଟ୍ରେସ ରିଚା ଚଡ୍ଡାଙ୍କ ନୂଆ ଟ୍ବିଟ

ଦେଶରେ ସିଏଏ ବିବାଦ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଏହା ଅସମ୍ଭାଳ ହେବାରେ ଲାଗିଛି । ଯାହାକୁ ନେଇ ପ୍ରାୟତଃ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

richa chadha
ଡିଜାଇନ ଫଟୋ
author img

By

Published : Dec 20, 2019, 6:48 PM IST

ମୁମ୍ବାଇ: ନାଗରିକତା ସଂଶୋଧିତ ଆଇନ(ସିଏଏ) ବିରୋଧରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀ ସହ ମୁମ୍ବାଇ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଓ ରାଜସ୍ଥାନରେ ମଧ୍ୟ ଏହି ଆଇନକୁ ବିରୋଧ ହେଉଛି । ବର୍ତ୍ତମାନ ଅନେକ ସ୍ଥାନରେ ଏହି ବିରୋଧ ପ୍ରଦର୍ଶନ ଭୟଙ୍କର ରୂପେ ନେଲାଣି । ସୂଚନା ଏହା ମଧ୍ୟ ମିଳିଛି ଯେ ଏହି ହିଂସାରେ କେତେକଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଯାହାକୁ ଆଧାର କରି ଦେଶବାସୀଙ୍କ ଠୁ ନେଇ କ୍ରୋଧିତ ସେଲିବ୍ରିଟି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ରିଚା ଚଡ୍ଡା

ବି-ଟାଉନର କଣ୍ଟ୍ରୋଭର୍ସି ଆକ୍ଟ୍ରେସ ରିଚା ଚଡ୍ଡା ପୁଣିଥରେ ଏହାର ବିରୋଧ କରି ଏକ ଟ୍ବିଟ କରିଛନ୍ତି । ଆଉ ଲେଖିଛନ୍ତି, ‘ଦେଶର ନାଗରିକ ମରୁଛନ୍ତି ।’ ଆପଣ ଶରଣାର୍ଥୀଙ୍କ ଚିନ୍ତା କରିବା ଦାବି କରିପାରିବେ ନାହିଁ । ଯେତେବେଳେ ଆମ ଦେଶର ନାଗରିକଙ୍କୁ ମରାଯାଇଛି । ତାଙ୍କ ଚିନ୍ତା କରିବା ଦରକାର । ଭାରତକୁ ଭାରତ ବିରୋଧରେ ଲଢିବାକୁ ନିର୍ମାଣ କରାଯାଇଛି । ଆତ୍ମହତ୍ୟା କରିବାକୁ ଉସକାଇବା ଯାଉଛି ।’

ପ୍ରକାଶ ଥାଉକି ରିଚାଙ୍କ ବ୍ୟତୀତ ସଂଶୋଧିତ ନାଗରିକତା ଆଇନ ବିରୋଧରେ, ସ୍ବରା ଭାସ୍କର, ଜୀଶାନ ଆୟ୍ୟୁବ, ଅନୁଭବ ସିହ୍ନା, ସୟାନୀ ଗୁପ୍ତା ଭଳି କଳାକାର ଖୁଲମଖୁଲା ନିଜ ପ୍ରତିକ୍ରିୟା ରଖିସାରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.