ETV Bharat / sitara

ଫଟୋ ସେୟାର କରି ନୂଆ ଫିଲ୍ମ ହିଣ୍ଟ ଦେଲେ ରିଚା - ସେକ୍ସୀ ଆକ୍ଟର ରିଚା ଚଡ୍ଡାଙ୍କ ନୂଆ ଫଟୋ ଭାଇରାଲ

ଶାନଦାର କାହାଣୀ ସହ ପରଦାକୁ ଫେରିବେ ରିଚା ଚଡ୍ଡା । ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ସେ।

richa chaddha
ଫଟୋ ସୌଜନ୍ୟ: ଟ୍ବିଟର@ରିଚା ଚଡ୍ଡା
author img

By

Published : Feb 4, 2020, 8:13 PM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ପଙ୍ଗା’ରେ ସେକ୍ସୀ ଆକ୍ଟର ରିଚା ଚଡ୍ଡା କବାଡି କୋଚ ଭୂମିକାରେ ନଜର ଆସିଥିଲେ । ଅଶ୍ବିନୀ ଆୟାର ତିୱାରୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରିଚାଙ୍କ ଭୂମିକା ଖୁବ୍ ଇମ୍ପ୍ରେସିଭ ଥିଲା । ହେଲେ ଫ୍ୟାନ୍ସଙ୍କ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ତାଙ୍କ ଆଗାମୀ ଫିଲ୍ମର । ଯାହାର ଘୋଷଣା କରିଛନ୍ତି ସେ । ସୋସିଆଲ ମିଡିଆରେ ଫଟୋ ସେୟାର କରି ଆଗାମୀ ଫିଲ୍ମର ହିଣ୍ଟ ଦେଇଛନ୍ତି । ହେଲେ ଏଯାବତ କୌଣସି ଖୁଲାସା ହୋଇନାହିଁ ।

ସେ ନିଜ ଟ୍ବିଟରରେ ନିଜର ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସିଲ୍କ କଟନ ଶାଢୀ ପିନ୍ଧିଥିବାର ନଜର ଆସୁଛନ୍ତି । ଫଟୋ କ୍ୟାପସନରେ ସେ ଫିଲ୍ମ ବିଷୟରେ କିଛି ଲେଖି ନାହାଁନ୍ତି । ହେଲେ ଫଟୋ ଦେଖି ଲାଗୁଛି ଯେ ଏହା ତାଙ୍କ ଆଗାମୀ ଫିଲ୍ମର ପୋଷ୍ଟର ।

richa chaddha
ଫଟୋ ସୌଜନ୍ୟ: ଟ୍ବିଟର@ରିଚା ଚଡ୍ଡା

ପ୍ରକାଶ ଥାଉକି ନିକଟରେ ରିଚା ଏକ ଫିଲ୍ମ ପାଇଁ ଲୁକ ଟେଷ୍ଟ ଦେଇଥିଲେ । ଯାହାର ସ୍କ୍ରିପ୍ଟକୁ ସେ ଖୁବ୍ ପସନ୍ଦ କରିଥିଲେ । ଏହା ଏକ ଏମିତି ଫିଲ୍ମ ହେବାକୁ ଯାଉଛି, ଯେଉଁଥିରେ ରିଚା ପରଫେକ୍ଟ ନଜର ଆସିବେ । ରିଚା ମଧ୍ୟ ଏହି ଫିଲ୍ମର ଅଂଶ ହେବାକୁ ଖୁବ୍ ଉତ୍ସାହିତ । ଫିଲ୍ମରେ ତାଙ୍କ ଭୂମିକା ପ୍ରଥମଥର ଏମିତି ହେବାକୁ ଯାଉଛି । ଯେଉଁ ଭୂମିକାରେ ସେ କେବେ ମଧ୍ୟ ଅଭିନୟ କରିନାହାଁନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.