ETV Bharat / sitara

ଆସୁଛି କରଣଙ୍କ ହରର ଫିଲ୍ମ, ଦେଖନ୍ତୁ ପୋଷ୍ଟର

author img

By

Published : Jun 10, 2019, 1:07 PM IST

Updated : Jun 10, 2019, 1:23 PM IST

ସାମ୍ନାକୁ ଆସିଲା କରଣ ଜୋହରଙ୍କ ପ୍ରଥମ ହରର ଫିଲ୍ମର ପୋଷ୍ଟର । ଏଥର ଭିକି କୌଶଲଙ୍କ ସହ ‘ହଣ୍ଟେଡ ଶିପ’ର ଯାତ୍ରା କରିବେ ଦର୍ଶକ । ଏହାସହ ଫିଲ୍ମରେ ଭୂମି ପେଡନେକରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: କରଣ ଜୋହର ଏବେ ଲଭ ଷ୍ଟୋରୀ ଛାଡି ହରର ଫିଲ୍ମ ଆଡକୁ ମନ ବଳାଇଛନ୍ତି । ପ୍ରଥମ ଥର ହରର ଫିଲ୍ମ ‘ଭୁତ: ପାର୍ଟ ୱାନ’ନେଇ ଆସୁଛନ୍ତି କରନ ଓ ମଜାଦାର କଥା ହେଲା ଭିକି କୌଶଲ ଏଥିରେ ପ୍ରଥମ ଥର ପାଇଁ କୌଣସି ହରର ଫିଲ୍ମରେ ନଜର ଆସିବେ ।

vicky koushal
ଫଟୋ ସୌଜନ୍ୟ: ଏ ଏନ ଆଇ

ଦର୍ଶକ ଏଥର ‘ହଣ୍ଟେଡ ଶିପ୍’ର ଯାତ୍ରା କରିବେ । ନିର୍ମାତା ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ଏଥିରେ ଭିକିଙ୍କୁ ଡରୁଥିବାର ଦେଖିବାକୁ ମିଳିଛି । ଫିଲ୍ମରେ ଭିକିଙ୍କ ସହ ଭୂମି ପେଡନେକରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମ ଜରିଆରେ ଭାନୁ ପ୍ରତାପ ସିଂହ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବେ ।

ଗତ ଶନିବାର କରଣ ଜୋହର ଏହି ହରର ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ତେବେ ଫିଲ୍ମଟି ଚଳିତ ବର୍ଷ ନଭେମ୍ବର 15ରେ ରିଲିଜ ହେବ ।

Intro:Body:

fsfs

Conclusion:
Last Updated : Jun 10, 2019, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.