ETV Bharat / sitara

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରବି କିଶନ

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ବିଜେପି ସାଂସଦ ତଥା ଅଭିନେତା ରବି କିଶନ । ଗୋୱାଲିଅରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ଫେରୁଥିଲେ ରବି ।

author img

By

Published : Sep 2, 2019, 12:41 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଅଭିନେତା ତଥା ଗୋରଖପୁର ସାଂସଦ ରବି କିଶନ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ମଧ୍ୟପ୍ରଦେଶର ଗୋୱାଲିଅର ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା । ବିମାନ କିଛି ଉପରକୁ ଉଡିବା ପରେ ତୁରନ୍ତ ଲ୍ୟାଣ୍ଡ କରାଯାଇଥିଲା ।

ଏ ବିଷୟରେ ରବି କିଶନ କହିଥିଲେ କି ବିମାନ ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲା । ରବି ଗୋୱାଲିଅରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କାର୍ଯ୍ୟକ୍ରମ ପରେ ଦିଲ୍ଲୀ ଫେରୁଥିବା ସମୟରେ ଏହି ସମସ୍ୟା ଦେଖାଦେଇଥିଲା ।

ପ୍ରକାଶଥାଉକି, ରବି ଗୋୱାଲିଅରରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାତ ଝାଙ୍କ ସେଚ୍ଛାନୁଦାନ ରାଶି ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.