ETV Bharat / sitara

ୟୁଟ୍ୟୁବରେ ରପ୍ତାର-ଆଇକେଙ୍କ ‘ଅଙ୍ଗାରେ’ର ଯାଦୁ, ମିଳିଲା 6 ଲକ୍ଷରୁ ଅଧିକ ଭ୍ୟୁ - ପ୍ତାର ଓ ଆଇକେଙ୍କ ଦମଦାର ଅନ୍ଦାଜ

ବର୍ତ୍ତମାନ ସମସ୍ତଙ୍କ ପାଟିରେ ‘ଅଙ୍ଗାରେ’ ଗୀତ । ଦୁଇଦିନ ପୂର୍ବର ରିଲିଜ ହୋଇଥିବା ଏହି ଗୀତକୁ ମିଳିବାରେ ଲାଗିଛି ଭ୍ୟୁ । ଦେଖିବାକୁ ମିଳୁଛି ରପ୍ତାର ଓ ଆଇକେଙ୍କ ଦମଦାର ଅନ୍ଦାଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରପ୍ତାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରପ୍ତାର
author img

By

Published : Nov 23, 2020, 2:20 PM IST

ମୁମ୍ବାଇ:ପପୁଲାର ରାପର୍ସ ଆଇକେ ଏବଂ ରପ୍ତାରଙ୍କ ଖୁସି ନକହିଲେ ସରେ । କାରଣ ମାତ୍ରା ଦୁଇଦିନ ମଧ୍ୟରେ ଏହି ଯୋଡିଙ୍କ ମ୍ୟୁଜିକ ଭିଡିଓ ‘ଅଙ୍ଗାରେ’ର ଯାଦୁ ୟୁଟ୍ୟୁବରେ ଦେଖିବାକୁ ମିଳୁଛି । ରିଲିଜର ମାତ୍ର ଦୁଇ ଦିନ ମଧ୍ୟରେ ୟୁଟ୍ୟୁବରେ 6.4 ମିଲିୟନ ଭ୍ୟୁ ଏହି ଗୀତକୁ ମିଳିଛି । ଯାହାକୁ ନେଇ ସମସ୍ତେ ଖୁସି । ଏହି ଗୀତ ଜରିଆରେ ଆଇକେ ଏବଂ ରପ୍ତାର ପାଖାପାଖି 10 ବର୍ଷ ପରେ ଏକାଠି କାମ କରିଛନ୍ତି । ଦୁଇଜଣଙ୍କ ଦମଦାର ରାପ ସହ ହିପ୍-ହପ୍ ଦର୍ଶକଙ୍କ ମନ କିଣିବାରୋ ସଫଳ ହୋଇଛି ।

ଏହି ଅବସରରେ ଗୀତ ବିଷୟରେ ଆଲୋଚନା କରି ରପ୍ତାର କହିଛନ୍ତି, ‘ଆଇକେ ଆଉ ମୁଁ ଭାଇ ପରି । ଆଉ ଅଙ୍ଗାରେ ଆମ ଡ୍ରିମ ପ୍ରୋଜେକ୍ଟ । ଆଉ ଗର୍ବିତ ଅନୁଭବ କରୁଛି ପରିଶେଷରେ ଏହି ଗୀତ ନେଇ ଫେରିଥିବାରୁ । ଯାହାକୁ ଦର୍ଶକଙ୍କ ସ୍ନେହ ମିଳିବାରେ ଲାଗିଛି ।’

  • " class="align-text-top noRightClick twitterSection" data="">

ସେପଟେ ଆଇକେ କହିଛନ୍ତି, ‘ମୁଁ ମୋର ଡେବ୍ୟୁ ହିପ୍-ହପ୍ ଆଲବମ ମୋ ପାଇଁ ଏକ ସ୍ବପ୍ନ ପରି । ଆଲବମ ନାମ ମୋ ବିଷୟରେ ରଖାଯାଇଛି । ଏହା ମୋ ନାମର ପ୍ରଥମ ପ୍ରାରମ୍ଭ, ଏବଂ ଏକ ଅବିସ୍ମରଣୀୟ ବ୍ୟଙ୍ଗ ଚରିତ୍ର ଦ୍ବାରା ଅନୁପ୍ରାଣିତ । ଆରମ୍ଭରୁ ମୁଁ ଭାରତୀୟ ହିପ୍-ହପ୍‌ର ଏକ ଅଂଶ ହୋଇଥିବାରୁ ମୁଁ ଆଶୀର୍ବାଦ ପ୍ରାପ୍ତ କରିଛି ଏବଂ ମୁଁ ବିଶ୍ବକୁ ଯାହା କହିପାରିବି ନାହିଁ, ମୁଁ ମୋର ଗୀତରେ ଶବ୍ଦ ମାଧ୍ୟମରେ କହିଥାଏ ।’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.