ETV Bharat / sitara

ଦାମୀ କାର ନୁହେଁ, କପୁର ଲାଡଲାଙ୍କ ପସନ୍ଦ ସାଇକେଲ ଡ୍ରାଇଭିଂ - ରଣବୀରଙ୍କ ଏକ ସାଇକେଲ ଚଲାଇବାର ଭିଡିଓ ଭାଇରାଲ

ନିକଟରେ ରଣବୀରଙ୍କ ଏକ ସାଇକେଲ ଚଲାଇବାର ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଜୁନିୟର କପୁର ଗ୍ଲିଡର ସ୍କୁଟର ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଦାମୀ କାର ନୁହେଁ, କପୁର ଲାଡଲାଙ୍କ ସାଇକେଲ ଡ୍ରାଇଭିଂ
author img

By

Published : Oct 1, 2019, 5:14 PM IST

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ରଣବୀର କପୁର । ନିକଟରେ ସେ ମୁମ୍ବାଇରେ ନିଜର 37ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହି ସେଲିବ୍ରେସନରେ ରଣବୀରଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଦୀପିକାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିର ନାମୀଦାମୀ କଳାକାରମାନେ ଯୋଗ ଦେଇଥିଲେ । ତେବେ ନିଜର ବର୍ଥ ଡେ ସେଲିବ୍ରେସନ ପରେ ସେ ନିୟ୍ୟୁର୍କରେ ପହଞ୍ଚିଛନ୍ତି । ଆଉ ଏବେ ସେଠାରୁ ରଣବୀରଙ୍କ ଏକ ସାଇକେଲ ଚଲାଇବାର ଭିଡିଓ ଭାଇରାଲ ହେଉଛି ।

ଦାମୀ କାର ନୁହେଁ, କପୁର ଲାଡଲାଙ୍କ ସାଇକେଲ ଡ୍ରାଇଭିଂ

ଏହି ଭିଡିଓରେ ଜୁନିୟର କପୁର ଗ୍ଲିଡର ସ୍କୁଟର ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ରାଇଡିଙ୍ଗ୍ ସମୟରେ ସେ ଜିନ୍ସ ସହ ଗୋଟିଏ ବ୍ଲାକ ଟିସର୍ଟ ପିନ୍ଧିଛନ୍ତି । ଆଉ ଏହି ରାଇଡିଙ୍ଗ୍‌ର ଭରପୁର ମଜା ନେଉଛନ୍ତି ମିଷ୍ଟର କପୁର । ଏହି ଭିଡିଓଟିକୁ ଟ୍ବିଟରରେ ସେୟାର କରାଯାଇଛି । ୟାହାକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ରଣବୀର ନିଜର ଅପକମିଙ୍ଗ୍ ଫିଲ୍ମ ବ୍ରହ୍ମାସ୍ତ୍ରର ସୁଂଟି ସାରିବା ପରେ ଏବେ ନ୍ୟୁୟର୍କ ଆଉଟିଙ୍ଗ୍ ପାଇଁ ପହଞ୍ଚିଛନ୍ତି । ଏହି ଫିଲ୍ମରେ ତାଙ୍କ ଅପଜିଟରେ ନଜର ଆସିବେ କ୍ୟୁଟ ଗାର୍ଲ ଆଲିଆ ଭଟ୍ଟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.