ETV Bharat / sitara

ମଜାଳିଆ କ୍ୟାପସନ୍ ସହ ୱାର୍କଆଉଟ୍ ଭିଡିଓ ସେୟାର କଲେ ରକୁଲ - ମଜାଳିଆ କ୍ୟାପସନ୍ ସହିତ ୱାର୍କଆଉଟ୍ ଭିଡିଓ

ନିକଟରେ ରକୁଲ ପ୍ରୀତ ଜିମରୁ ଏକ ୱାର୍କଆଉଟ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

rakul-preet-singh-shares-work-out-video-with-a-hilarious-caption
ମଜାଳିଆ କ୍ୟାପସନ୍ ସହିତ ୱାର୍କଆଉଟ୍ ଭିଡିଓ ସେୟାର କଲେ ରକୁଲ ପ୍ରୀତ
author img

By

Published : Jan 19, 2021, 7:37 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଆଜି(ମଙ୍ଗଳବାର) ରକୁଲ ଜିମରୁ ନିଜର ଏକ ୱାର୍କଆଉଟ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ରକୁଲ ତାଙ୍କ ହାତରେ ଡମ୍ବଲ ଉଠାଉଥିବାର ଦେଖିବାକୁ ମିଳିଛି ।

ଭିଡିଓ ସହିତ କ୍ୟାପସନରେ ରକୁଲ ଲେଖିଛନ୍ତି, 'ଜୀବନରେ ବହୁ ଉତ୍ଥାନ ପତନ ଅଛି, ମୁଁ ତାକୁ ସ୍କ୍ବାଟସ୍ ବୋଲି କହେ ।

ରକୁଲଙ୍କ ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲାଇକ୍ ମିଳିଥିବା ବେଳେ ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ମଜାଦାର କ୍ୟାପସନ୍ ଉପରେ ଅନେକ ମନ୍ତବ୍ୟ ଦେଉଛନ୍ତି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ, ରକୁଲଙ୍କୁ ଅମିତାଭ ବଚ୍ଚନ ଏବଂ ଅଜୟ ଦେବଗନଙ୍କ ସହ ଥ୍ରୀଲର ଡ୍ରାମା 'ମେଡେ'ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ୍ । ଏହି ଫିଲ୍ମ 29 ଏପ୍ରିଲରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.