ETV Bharat / sitara

ରିମେକ ଭର୍ସନରେ ସଲମାନଙ୍କ 'ଓ ଓ ଜାନେ ଜାନା'

ଦର୍ଶକଙ୍କ ଖୁବ୍ ଶୀଘ୍ର ଶୁଣିବେ ଭାଇଜାନ ସଲମାନ ଖାନଙ୍କ ସୁପରହିଟ୍ ଗୀତ 'ଓ ଓ ଜାନେ ଜାନା'ର ରିମେକ ।

author img

By

Published : Feb 15, 2019, 4:34 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: ଭାଇଜାନଙ୍କ ନବେ ଦଶକର ହିଟ ଗୀତ 'ଓ ଓ ଜାନେ ଜାନା' ଗୀତ ଆଧୁନିକ ଛୁଙ୍କ ନେଇ ଆସୁଛି । ଭାଇଜାନ ନିଜର ପୁରୁଣା ଅନ୍ଦାଜରେ ପୁଣି ଥରେ କହିବ 'ଓ ଓ ଜାନେ ଜାନା' । 21ବର୍ଷ ପୂର୍ବେ ଆସିଥିବା ସୁପର ହିଟ ଫିଲ୍ମ ପ୍ୟାର କିୟା ତୋ ଡରନା କ୍ୟାର ଫେମସ ଗୀତ ଓଓ ଜାନେ ଜାନା ପୁଣି ଥରେ ଶୁଣିବାକୁ ମିଳିବ ।

1998ରେ ଆସିଥିବ ଏହି ଫିଲ୍ମର ଗୀତଟି ସେହି ସମୟରେ ଖୁବ୍ ଲୋକପ୍ରିୟ ହୋଇଥିଲା । ଗୀତରେ ସଲମାନ ସାର୍ଟଲେସରେ ନଜର ଆସିଥିଲେ । ତେବେ ଠାରୁ ତାଙ୍କ ନାମ ସାର୍ଟଲେସ ଅଭିନେତାରେ ସର୍ବପ୍ରଥମେ ନିଆଯାଇଛି । ବର୍ତ୍ତମାନ ଏହି ଗୀତର ରିମେକ କରାଯାଇଛି । ଯେଉଁଥିରେ ସଲମାନଙ୍କ ସହ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କ୍ୟାଟ୍ରିନା ଡାନ୍ସ କରୁଥିବାର ନଜର ଆସିବେ । ସେମିତି ଦେଖିବାକୁ ଗଲେ ବର୍ତ୍ତମାନ ବଲିଉଡରେ ରିମେକର ଯୁଗ ଚାଲିଛି । 80/90 ଦଶକର ଅନେକ ସୁପରହିଟ୍ ଗୀତର ରିମେକ ଖୁବ୍ ଶୁଣିବାକୁ ମିଳୁଛି । ଯାହା ଖୁବ୍ ହିଟ୍ ମଧ୍ୟ ସାବ୍ୟସ୍ତ ହେବା ସହ ଦର୍ଶକଙ୍କ ମନ କିଣିବାରେ ମଧ୍ୟ ସଫଳ ହେଇପାରୁଛି ।

ଜଣାଇ ଦେଉଛୁ ଯେ ଅଭିନେତା ସୁରଜ ପଞ୍ଚୋଲୀ ଏବଂ କ୍ୟାଟ୍ରିନାଙ୍କ ସାନ ଭଉଣୀ ଏଲିଜାବେଥଙ୍କ ଅଭିନୀତ ଫିଲ୍ମରେ ଏହି ଗୀତ ରିକ୍ରିଏଟେଡ ଭର୍ସନ ଶୁଣିବାକୁ ମିଳିବ । ଗୀତର ଦୁଇଟି ଭର୍ସନ ଫିଲ୍ମର ଇଣ୍ଟ୍ରୋଡ୍ୟୁସ କରାଯିବ । ପ୍ରଥମଟି ସୁରଜଙ୍କ ଇଣ୍ଟ୍ରୋଡକ୍ସନ ଟାଇମରେ ଏବଂ ଦ୍ବିତୀୟଟି ପ୍ରମୋଶନାଲ ଗୀତ ରୂପେ ବ୍ୟବହାର କରାଯିବ ।

undefined

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.