ETV Bharat / sitara

‘ପାନି’ ଟିମକୁ ଶୁଭେଚ୍ଛା ଜଣାଇଲେ ଦେଶୀ ଗାର୍ଲ

ଏଥର ଜାତୀୟ ଚଳଚ୍ଚିତ୍ର ମହତ୍ସୋବରେ ପୁଣିଥରେ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଯୋଜିତ ଫିଲ୍ମ ‘ପାନି’କୁ ଫିଚର ଫିଲ୍ମ ଆୱାର୍ଡ ମିଳିଛି। ଯାହାକୁ ନେଇ ଉତ୍ସାହିତ ପିସି ।

author img

By

Published : Aug 10, 2019, 2:25 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଶୁକ୍ରବାର ଆୟୋଜିତ ହୋଇଯାଇଛି 66ତମ ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଏନେଇ ଗ୍ଲୋବଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ମରାଠୀ ପ୍ରଯୋଜନା ଟିମ ‘ପାନି ’ର ଖୁବ୍ ପ୍ରଶଂସା କରିଛନ୍ତି । ଯିଏ ପରିବେଶ ସଂରକ୍ଷଣରେ ସର୍ବଶ୍ରେଷ୍ଠ ଫିଚର ଫିଲ୍ମର ପୁରସ୍କାର ଜିତିବାରେ ସଫଳ ହୋଇଛି ।

ଏହି ଅବସରରେ ସେ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ନୋଟ ଲେଖି ପୁରା ଟିମର ପ୍ରଶଂସା କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘‘ମୁଁ ବହୁତ ଗର୍ବିତ ଅନୁଭବ କରୁଛି ପାନି ଭଳି ଫିଲ୍ମ ନିର୍ମାଣ କରି । ଫିଲ୍ମ ଟିମ purple pebble picturesକୁ ଶୁଭେଚ୍ଛା, ମଧୁ ଚୋପ୍ରା ଓ ସିଦ୍ଧାର୍ଥ ଚୋପ୍ରା ଏହା ଆମର ଦ୍ବିତୀୟ ଜାତୀୟ ପୁରସ୍କାର। ’’

ଏହାସହ ସେ ଫିଲ୍ମର ନିର୍ଦ୍ଦେଶକ ଆଦିନାଥ କୋଥାରଙ୍କ ପରିଶ୍ରମର ମଧ୍ୟ ଖୁବ୍ ପ୍ରଂଶାସ କରିଛନ୍ତି ପିସି । ପରୁସ୍କାର ପାଇଁ ତାଙ୍କ ଫିଲ୍ମର ଚୟନ କରିବା ପାଇଁ ଜୁରିଙ୍କୁ ଅନେକ ଅନେକ ଧନ୍ୟବାଦ । ‘‘ଆମର କଠିନ ପରିଶ୍ରମ ପାଣିକୁ ପରିବେଶର ସଂରକ୍ଷଣ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ଦିଆଯିବାରୁ ମୁଁ ସର୍ବଦା ଜୁରିଙ୍କ ଋଣୀ ରହିବି ବୋଲି ଲେଖିଛନ୍ତି ପ୍ରିୟଙ୍କା । ’’

ଅନ୍ୟପଟେ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନସ ମଧ୍ୟ ସୋସିଆଲ ମିଡିଆରେ ‘ପାନି’ ର ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.