ETV Bharat / sitara

କାଲିଫର୍ଣ୍ଣିଆରେ ସ୍ବାମୀ ନିକଙ୍କ ସହ କରୱାଚୌଥ ପାଳିଲେ ପ୍ରିୟଙ୍କା - କାଲିଫର୍ନିଆରେ ସ୍ବାମୀ ନିକଙ୍କ ସହ କରୱାଚୌଥ ପାଳିଲେ ପ୍ରିୟଙ୍କା

ସ୍ବାମୀ ନିକ ଜୋନାସଙ୍କ ସହ କାଲିଫର୍ଣ୍ଣିଆରେ କରୱାଚୌଥ ପାଳିଛନ୍ତି ପ୍ରିୟଙ୍କା ଚୋପ୍ରା । ଅଧିକ ପଢନ୍ତୁ...

priyanka chopra celebrates karwa chauth with husband nick jonas in california
କାଲିଫର୍ନିଆରେ ସ୍ବାମୀ ନିକଙ୍କ ସହ କରୱାଚୌଥ ପାଳିଲେ ପ୍ରିୟଙ୍କା
author img

By

Published : Nov 5, 2020, 4:30 PM IST

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ ଜୋନାସଙ୍କ ସହ କାଲିଫର୍ଣ୍ଣିଆରେ କରୱାଚୌଥ ପାଳିଛନ୍ତି ।

ନିକଟରେ, ପ୍ରିୟଙ୍କା କରୱାଚୌଥର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ପ୍ରିୟଙ୍କା ନାଲି ରଙ୍ଗର ଶାଢୀ ପିନ୍ଧି ହାତରେ ପୂଜା ପ୍ଲେଟ ଧରି ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବାବେଳେ ପ୍ରିୟଙ୍କା ସମସ୍ତଙ୍କୁ କରୱାଚୌଥର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ବହୁ ପ୍ରଶଂସକମାନେ କମେଣ୍ଟ ବକ୍ସରେ ତାଙ୍କର ମନ୍ତବ୍ୟ ହେଉଛନ୍ତି ।

ନିକ ଜୋନାସ ମଧ୍ୟ ପ୍ରିୟଙ୍କାଙ୍କ ଏକ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ କରୱାଚୌଥର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ନିକ ଲେଖିଛନ୍ତି, ମୁଁ ଭାଗ୍ୟବାନ ଯେ ମୋର ସୁନ୍ଦର ପତ୍ନୀ ଘରେ ଅଛି ।

ପ୍ରିୟଙ୍କା ଜର୍ମାନରୁ ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ ଶେଷ କରିବା ପରେ ଜର୍ମାନୀରୁ ଆମେରିକା ଫେରିଛନ୍ତି ।

ଆଗାମୀ ସମୟରେ, ପ୍ରିୟଙ୍କା ରାଜକୁମାର ରାଓଙ୍କ ସହ 'ଦ ହ୍ବାଇଟ ଟାଇଗର'ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.