ETV Bharat / sitara

ବର୍ଷିଲେ ପ୍ରିୟା ପ୍ରକାଶ - omar lulu

ମଲାୟାଲମ ଫିଲ୍ମ 'ଓରୁ ଆଦାର ଲଭ' ନିର୍ଦ୍ଦେଶକ ଓମର ଲୁଲୁଙ୍କ ବୟାନ ପରେ ଜବାବ ଦେଇଛନ୍ତି ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର। 'ଓରୁ ଆଦାର ଲଭ' ଫିଲ୍ମରୁ ଡେବ୍ୟୁ କରିଥିଲେ ପ୍ରିୟା ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 15, 2019, 1:46 PM IST

ନୂଆଦିଲ୍ଲୀ: ରାତାରାତି ଷ୍ଟାର ପାଲଟିଥିବା ଇଣ୍ଟରନେଟ ସେନସେସନ ତଥା ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକ ନାହିଁ । ଆଖି ଓ ଓଠର ଇଶାରାରେ ସାରାଦୁନିଆକୁ ଘାଇଲା କରିଥିବ ପ୍ରିୟା ପ୍ରକାଶଙ୍କୁ ନେଇ ଏବେ ନିର୍ମାତା କିନ୍ତୁ ଦେଇଛନ୍ତି ବିବାଦୀୟ ବୟାନ...

ମଲାୟାଲମ ଫିଲ୍ମ 'ଓରୁ ଆଦାର ଲଭ' ନିର୍ଦ୍ଦେଶକ ଓମର ଲୁଲୁ ଏକ ସାକ୍ଷାତକାରରେ କହିଥିଲେ କି କିଛି ଲୋକ ଇଣ୍ଡଷ୍ଟ୍ରିରେ ଏମିତି ଅଛନ୍ତି ଯିଏ ନିଜ ଫେମ ସମ୍ଭାଳି ପାରୁନାହାଁନ୍ତି । ଓମରଙ୍କ ଏହି କଥାରୁ ସ୍ପଷ୍ଟ ରୂପେ ଜଣାପଡୁଛି ଯେ ସେ ପ୍ରିୟାଙ୍କ ବିଷୟରେ କହୁଛନ୍ତି ବୋଲି । ଅନ୍ୟପଟେ ପ୍ରିୟା ମଧ୍ୟ କେଉଁଠାରେ ଚୁପବସିବା ଅଭିନେତ୍ରୀ !!

ପ୍ରିୟା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରି ଲେଖିଛନ୍ତି, "ମୁଁ ଚୁପ ରହିବାକୁ ଚାହୁଁଛି କାରଣ ସମୟ ସବୁ ଜବାବ ଦେଇଥାଏ । ଏହା ବ୍ୟତୀତ ସେ କହିଛନ୍ତି କି ଯଦି ସେ ଏହି ପ୍ରସଙ୍ଗରେ ମୁହଁ ଖୋଲିଲେ ତେବେ ଆହୁରି ଅନେକ ଜିନିଷ ଉପରୁ ପରଦା ଉଠିଯିବ ।"

ପ୍ରକାଶ ଥାଉକି 'ଓରୁ ଆଦାର ଲଭ' ଫିଲ୍ମକୁ କ୍ରିଟିକ୍ସଙ୍କ ଆଲୋଚନାର ଶିକାର ହେବାକୁ ପଡିଥିଲା । କାରଣ ଫିଲ୍ମର କ୍ଲାଇମେକ୍ସ କିଛି ଚିନ୍ତାଜନକ ଥିଲା । ଓମର ଆହୁରି କହିଥିଲେ କି ପ୍ରିୟାଙ୍କ ଭିଡିଓ ହିଟ୍ ହେବା ପରେ ସେ ପ୍ରଯୋଜକକୁ କହିଥିଲେ ଫିଲ୍ମଟିକୁ ଅଧିକ ଶାନଦାର କରିବାକୁ ହେବ । ଏହାପରେ ଫିଲ୍ମ ମଲୟାଲମ ଏବଂ ତେଲୁଗୁ ଭର୍ସନରେ ପ୍ରିୟାଙ୍କୁ ହିରୋଇନ କରିଦିଆଗଲା । ଫିଲ୍ମରେ ପୂର୍ବରୁ ନୁରିନ ସରୀଫ ଆକ୍ଟ୍ରେସ ଥିଲେ ଏବଂ ପ୍ରିୟାଙ୍କଠାରୁ ସେ ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ବୋଲି ନିର୍ଦ୍ଦେଶକଙ୍କ ମତ ।

Intro:Body:

BadalNew Delhi: Draft committee meeting between India and Pakistan regarding Kartarpur Sahib corridor took place on Thursday at Attari. Union minister Harsimrat Kaur Badal was part of Indian govt representatives that took part in ground breaking ceremony at Pakistan in Nov 2018. ETV Bharat talked exclusively to Harsimrat Kaur Badal on Kartarpur and other issues.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.