ETV Bharat / sitara

ରିଆଙ୍କୁ ବିଗବସ ହାଉସରେ ଦେଖିବାକୁ ଚାହୁଁଛନ୍ତି ଟିଭିର ଏହି ଅଭିନେତା

author img

By

Published : Oct 21, 2020, 8:43 PM IST

ଚର୍ଚ୍ଚାରେ ସୁରଜ କକ୍କର । ରିଆଙ୍କୁ ନେଇ ଦେଲେ ବୟାନ । ରିୟାଲିଟି ଶୋରେ ରିଆ ଯୋଗ ଦିଅନ୍ତୁ ବୋଲି ଚାହୁଁଛନ୍ତି ସେ । ଅଧିକ ପଢନ୍ତୁ:

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁରଜ କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁରଜ କକ୍କର

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ 28 ଦିନ ଜେଲରେ ରହି ଘରକୁ ନିକଟରେ ଫେରିଥିଲେ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଏହି ମାମଲା ବ୍ୟତୀତ ଦୀର୍ଘ ସମୟରୁ ରିୟାଲିଟି ଶୋ ‘ବିଗବସ 14’ରେ ତାଙ୍କ ସାମିଲ ହେବାକୁ ନେଇ ଚର୍ଚ୍ଚା । ଯେବେଠୁ ସେ ଡ୍ରଗ୍ସ ମାମଲାରେ ଜେଲରୁ ଜାମିନ ପାଇଛନ୍ତି ପୁଣିଥରେ ବିଗବସରେ ସେ ସାମିଲ ହେବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏବେ ପପୁଲାର ଟିଭି ଆକ୍ଟର ସୁରଜ କକ୍କର ଏକ ସାକ୍ଷାତକାରରେ ରିଆଙ୍କୁ ବିଗବସରେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସୁରଜ ଧାରାବାହିକ ‘ସଂୟୁକ୍ତ’, ‘ପିୟା ଅଲବେଲା’ ଓ ‘କବଚ’ରେ କାମ କରିସାରିଛନ୍ତି ।

ସେହିପରି ସେ ସାକ୍ଷାତକାରରେ କହିଛନ୍ତି, ‘ମୁଁ ରିଆ ଓ ସୁଶାନ୍ତଙ୍କ ରିଲେସନଶିପ ବିଷୟରେ ଜାଣିବାକୁ ଚାହିଁବି । ରିଆ ବିଗବସ ହାଉସରେ ରହିବା ବଡ ଡିଲ ଭଳି ହେବ । ଅନେକ କାରଣ ପାଇଁ ମୁଁ ତାଙ୍କୁ ବିଗବସରେ ଦେଖିବାକୁ ଚାହୁଁଛି । ଯଦି କେହି ରିଆଙ୍କୁ ଏହି ସୁଯୋଗ ଦେବେ ତାହାଲେ ମୁଁ ଶୋ’ ଦେଖିବାକୁ ପସନ୍ଦ କରିବି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.