ETV Bharat / sitara

କୋରୋନା ମାଡ: ଆର୍ଥିକ ସମସ୍ୟାରେ ସୋନା ମହାପାତ୍ର - ସୋନାଙ୍କ ବାୟୋପିକ ସଟ୍ ଅପ୍ ସୋନା

ଭାଇରାଲ ହେଲା ସୋନାଙ୍କ ନୂଆ ଟ୍ବିଟ । ଆୟ କରିବାର ଅନ୍ୟ କୌଣସି ଉପାୟ ନାହିଁ ବୋଲି କହିଲେ ଗାୟିକା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 25, 2021, 12:02 PM IST

ମୁମ୍ବାଇ: ସମଗ୍ର ଦେଶ କୋରୋନା ମହାମାରୀ ସହିତ ସଂଘର୍ଷ କରୁଛି, ଯେଉଁ କାରଣରୁ ଲୋକେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ମହାମାରୀ ହେତୁ କେବଳ ସାଧାରଣ ଲୋକେ ନୁହଁନ୍ତି ଅନେକ ସେଲିବ୍ରିଟି ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାର ଦୁଃଖ ବଖାଣିଛନ୍ତି ଲୋକପ୍ରିୟ ଗାୟିକା ସୋନା ମହାପାତ୍ର । ସେ ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ ସେ କିପରି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ।

  • Pain is inevitable, suffering is optional..
    making happy whenever I can. My film #ShutUpSona is yet travelling to places around the world & winning festivals.All my savings went into this film, just before the pandemic broke & stopped us in our tracks with no means of income. pic.twitter.com/guFE5gOnmb

    — Sona Mohapatra (@sonamohapatra) May 24, 2021 " class="align-text-top noRightClick twitterSection" data=" ">

ସେ ସୋମବାର ଏକ ଟ୍ବିଟ କରି ଲେଖିଥିଲେ, 'ତୁମେ ଯନ୍ତ୍ରଣାରୁ ଦୂରେଇ ପାରିବ ନାହିଁ, କିନ୍ତୁ ଏଥିରେ ସଂଘର୍ଷ କରିବ । ଯେତେବେଳେ ମୁଁ ଭାବୁଛି ମୁଁ କରିପାରିବି, ମୁଁ ହସୁଛି । ମୋର ସମସ୍ତ ଜମା ଥିବା ପୁଞ୍ଜି ମୁଁ ମୋର ଫିଲ୍ମ ସଟ୍ ଅପ୍ ସୋନାରେ ନିବେଶ କରିଥିଲା । ଯାହା ବର୍ତ୍ତମାନ ପୁରା ଦୁନିଆର ଯାତ୍ରା କରୁଛି ଏବଂ ଫେଷ୍ଟିଭାଲରେ ବିଜୟ ହାସଲ କରୁଛି । ହେଲେ ​​ମୋର ପୁଞ୍ଜି ସବୁ ଫିଲ୍ମରେ ଲଗାଇଦେଇଥିଲି । ଆଉ ମହାମାରୀ କୋରୋନା ଏପରି ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ଆମ ପାଖରେ ଆୟ କରିବାର ଅନ୍ୟ କୌଣସି ଉପାୟ ନାହିଁ ।’

ପ୍ରକାଶ ଥାଉକି ସୋନାଙ୍କ ପୂର୍ବରୁ ଅନେକ ଟେଲି କଳାକାର ମଧ୍ୟ ନିଜ ଆର୍ଥିକ ସମସ୍ୟା ବିଷୟରେ ସୋସିଆଲ ମିଡିଆରେ ଜଣାଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.