ETV Bharat / sitara

ମହିଳାଙ୍କ ମସ୍ତିଷ୍କକୁ ନୁହେଁ ଶରୀରକୁ ପସନ୍ଦ କରେ: ରାମଗୋପାଲ

author img

By

Published : Jan 6, 2021, 2:05 PM IST

ପୁଣି ନିଜ ବୟାନ ପାଇଁ ଚର୍ଚ୍ଚାରେ ରାମୁ । ଏଥର ସେ ମହିଳାଙ୍କ ଶରୀର ଉପରେ ଟିପ୍ପଣୀ ଦେଇ ବିବାଦରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ରାମଗୋପାଲ ବର୍ମା
ଫଟୋ ସୌଜନ୍ୟ: ଟ୍ବିଟର@ରାମଗୋପାଲ ବର୍ମା

ମୁମ୍ବାଇ: ଫେମସ ନିର୍ମାତା ରାମଗୋପାଲ ବର୍ମା ବର୍ତ୍ତମାନ ମୁମ୍ବାଇ ଛାଡି ଗୋଆରେ ନିଜ ଆଧାରକୁ ସ୍ଥାନାନ୍ତର କରିଛନ୍ତି । ହେଲେ ସେ ସବୁବଳେ ନିଜ ବିବାଦୀୟ ଟ୍ବିଟ ପାଇଁ ଅନେକ ଥର ସମାଲୋଚନାର ଶିକାର ହୋଇସାରିଛନ୍ତି । ନିକଟରେ ସେ ଏମିତି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଆସିଥିଲେ । ସେ ଏକ ଟ୍ବିଟର ପୋଷ୍ଟରେ ସୁମିତ୍ରା କ୍ରିଷ୍ଣମୂର୍ତ୍ତିଙ୍କୁ କହିଥିଲେ ଯେ ସେ ମହିଳାଙ୍କ ଶରୀରକୁ ପସନ୍ଦ କରନ୍ତି ମସ୍ତିଷ୍କକୁ ନୁହେଁ।

ଆଉ ଏବେ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କ ଏହା ବିଷୟରେ ପଚାରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ତାଙ୍କ ପୁସ୍ତକ ‘ଗନ୍ ଆଣ୍ଡ ଥାଇଜ’ରେ ମଧ୍ୟ ସମାନ କଥା ଉଲ୍ଲେଖ କରାଯାଇଛି । ଏଯାବତ ସେ ନିଜର ବିବୃତ୍ତି ଜାରି ରଖିଛନ୍ତି।

ସେହିପରି ଆହୁରି କହିଥିଲେ, ‘ମୋ ପୁସ୍ତକ ଗନ୍ ଆଣ୍ଡ ଥାଇଜ୍‌ରେ ମଧ୍ୟ ସମାନ କଥା ଲେଖିଛି । କାରଣ ମସ୍ତିଷ୍କର କୌଣସି ଲିଙ୍ଗ ନାହିଁ । ଜଣେ ମହିଳା ଏହା ପାଇପାରିବେ, ଜଣେ ପୁରୁଷ ମଧ୍ୟ । ଯୌନ ଦିଗଟି ଅତ୍ୟନ୍ତ ନିର୍ଦ୍ଦିଷ୍ଟ ଏବଂ ଗୁରୁତପୂର୍ଣ୍ଣ ଅଟେ । ଜଣେ ମହିଳାଙ୍କ ଏକ ଅତିରିକ୍ତ ଜିନିଷ ଅଛି ଯାହା ହେଉଛି ତାଙ୍କର ସମ୍ବେଦନଶୀଳତା ଏବଂ ଯାହାକୁ ମୁଁ ପ୍ରଶଂସା କରେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.