ETV Bharat / sitara

ଅପରାଧିକ କାହାଣୀ ନେଇ ଫେରିବେ ଡ୍ୟାନ୍ସର ସପନା - ଫେମସ ହରିୟାଣୀ ସେନ୍ସେସନ ସପାନା ଚୌଧୁରୀଙ୍କ ଆଗାମୀ ସିରିଜ

ସପନାଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । କ୍ରାଇମ ଶୋ ‘ମୌକା-ଏ-ବାରଦାତ’ରେ ଆସିବେ ନଜର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 3, 2021, 9:42 AM IST

ମୁମ୍ବାଇ: ବିଗବସ ଫେମ ତଥା ଫେମସ ହରିୟାଣୀ ସେନ୍ସେସନ ସପନା ଚୌଧୁରୀ ନିଜ ଡାନ୍ସ ପାଇଁ ସବୁବେଳେ ଫ୍ୟାନ୍ସଙ୍କ ହୋସ ଉଡାଇଥାଆନ୍ତି । ତାଙ୍କ ଡାନ୍ସ ଦେଖିବାକୁ ଅନାଇ ବସିଥାଆନ୍ତି ସମସ୍ତେ । ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହା ଶୁଣି ଖୁସି ହୋଇଯିବେ ସମସ୍ତେ । କାରଣ ସେ ଟିଭି ଦୁନିଆରେ ପୁଣି ନଜର ଆସିବାକୁ ଯାଉଛନ୍ତି ।

ସପନା ଆଣ୍ଡଟିଭିର ଅପକମିଂ ସିରିଜ ‘ମୌକା-ଏ-ବାରଦାତ’ରେ ଅଭିନୟ କରୁଥିବାର ନଜର ଆସିବେ । ଯେଉଁଥିରେ ଅପରାଧିକ କାହାଣୀ ପର୍ଯ୍ୟବେଶିତ କରାଯିବ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ସମସ୍ତେ । ଏହି ନୂଆ ଶୋକୁ ନେଇ ଉତ୍ସାହିତ ଅଛନ୍ତି ସପନା ।

ସପନା ଦୁଇ ବର୍ଷ ପରେ ଟେଲିଭିଜନ ଦୁନିଆକୁ ଫେରିବେ । ଏହି ଅବସରରେ ସେ କହିଛନ୍ତି, ‘ଏହି ଶୋ ଭାରତୀୟ ଟେଲିଭିଜନକୁ ଫେରିବା ପାଇଁ ପରଫେକ୍ଟ ଶୋ । ମୁଁ ମୌକା-ଏ-ବାରଦାତରେ ସାମିଲ ହେବାକୁ ନେଇ ଖୁସି ହେବା ସହ ଉତ୍ସାହିତ ମଧ୍ୟ ଅଛି । ଦୁଇ ବର୍ଷ ଅନ୍ତରାଳ ପରେ ମୁଁ କ୍ରାଇମ ଉପରେ ଆଧାରିତ ଶୋ ନେଇ ପରଦାକୁ ଫେରିବି । ଆଉ ଦର୍ଶକ ମତେ ଏହି ଅବତାରରେ ପ୍ରଥମଥର ଦେଖିବାକୁ ଯାଉଛନ୍ତି । କାରଣ ପୂର୍ବରୁ ଏମିତି ଅବତାରରେ ମୁଁ ଅଭିନୟ କରିନାହିଁ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.